ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) ପାରଳାଖେମୁଣ୍ତି :- ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟଳୟରେ ପୂର୍ବତ୍ତନ ପ୍ରଧାନମନ୍ତୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମହନା ବିଧାୟକ ଦାଶରଥି ଗମାଙ୍ଗ, ଜାକବ ମାଝି,ଗୌରିଶଙ୍କର ପ୍ରଧାନି,ଦୁର୍ଗାସ ଶବର, ବିଷ୍ଣୁପାଢି,ସଂଜୟ ଅଧିକାରୀ ,ବାବୁଲି ସାହୁ,ବାପି ପଣ୍ଡା, ଶୂର୍ଯ୍ୟ ନାରାୟଣ ପାତ୍ର, ରାଜା ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ବାରା ପରିଚାଳନା କରିଥିଲେ । ପାରଳାଖେମୁଣ୍ଡି (ଗରୁଡ଼ ଧ୍ୱଜ ଚୌଧୁରୀ)