ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :– ବେଳେବେଳେ ଏହା ଶୁଣିବାକୁ ମିଳେ.. “ବ୍ୟସ୍ତ ହୁଅ ନାହିଁ ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ”, କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ନିଜକୁ ଠିକ୍ କରିଦେବା ଉଚିତ୍, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦିନେ ନା ଦିନେ ସମୟ ଆସିଥାଏ ସତ, ମାତ୍ର ଆମେ ଠିକ୍ ହେବା ପର୍ଯ୍ୟନ୍ତ ସେ ରୁହେ ନାହିଁ…













