ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ଜଟଣୀ :- ଜଟଣୀ ର ଆଜି ସନ୍ଧ୍ୟାରେ 92 ତମ ବାର୍ଷିକ ନାଟ୍ୟଉତ୍ସବ ଅବସରରେ ଦୁଇଟି ନାଟକ ଯଥା ” ଅଯୋଗ୍ୟ ରାଜା ” ଓ ” ଷ୍ଟ୍ରିଟ ବିଜନେସ ” ମଞ୍ଚସ୍ଥ ହୋଇଯାଇଛି । 92 ବର୍ଷ ଭିତରେ ଜେହେତୁ ଆଜି ପର୍ଯ୍ୟନ୍ତ କେବେ ବି ଏହିଅନୁଷ୍ଠାନ ନାଟକ ବନ୍ଦ କରିନାହିଁ ତେଣୁ ସରକାରଙ୍କ କୋଭିଡ କଟକଣାକୁ ନଜରରେ ରଖି ନିଜସ୍ୱ ପ୍ରେକ୍ଷାଳୟରେ ନାଟକ ପ୍ରଦର୍ଶନ ହୋଇଥିଲା ସମସ୍ତ କଳାକାର ମାନେ ମୁହଁରେ ମାସ୍କ ଓ ହାତରେ ଗ୍ଳୋବ୍ସ ପିନ୍ଧି ଅଭିନୟ କରୁଥିବା ବେଳେ ଏହି ନାଟକ ଟିକୁ ରୁଦ୍ଧଦ୍ବାର ପ୍ରେକ୍ଷାଳୟ ରେ ବିନା କୌଣସି ଦର୍ଶକରେ ମଞ୍ଚସ୍ଥ କରାଯାଇଥିବା ବେଳେ ଏହାକୁ ଫେସବୁକ ଲାଇଫ ଦ୍ୱାର
ଲାଇଫ ପ୍ରସାରଣ ମଧ୍ୟ କରାଯାଇଥିଲା । ସମାଜକୁ ବାର୍ତ୍ତା ଦେବାପରି କାହାଣୀକୁ ନେଇ ନାଟକଦୁଇଟି ବେଶ ମନଛୁଆଁ ହୋଇଥିଲା , ନାଟ୍ୟକାର , ନିର୍ଦେଶକ ଓ ମଞ୍ଚପରିକଳ୍ପନା – ବିପ୍ଳବ କେଶରୀ ଶତପଥୀ , ସହକାରୀ ନିର୍ଦ୍ଧେଶନା ଦାଇତ୍ୱ ଉମାକାନ୍ତ ମୁଦୁଲି ତୁଲାଇ ଥିବା ବେଳେ କଳାକାର ମନେ ହେଲେ ରୋଜିମେରି ବେହେରା ସରୋଜ ସାମଲ, ପ୍ରଭାକର ଲେଙ୍କା , ସ୍ମୃତିରଞ୍ଜନ (ନଟିଆ) ପଞ୍ଚାନନ ମହାପାତ୍ର , ନିରଞ୍ଜନ ବେହେରା , ସୁଧାଂଶୁ କୁଣ୍ଡୁ , ଉମାକାନ୍ତ ମୁଦୁଲି , ସାମ୍ୟରଞ୍ଜନ ବେହେରା , ବିରସ୍ୱାଧୀନ , ଚନ୍ଦ୍ରଶେଖର , ସାଇପ୍ରସାଦ , ତାପସ ବାରିକ , ଵୈଶାଖୀ ସାମନ୍ତରା , ଆଲୋକ ସମ୍ପାତ , ରାଜେଶ ଜେନା । ( ରିପୋର୍ଟ – ଇଫତେଖାର ଅଲ୍ଲୀ )