• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦେବୀ ଗଡାରେ ମେଲାଣି ନେଲେ ମା,କାଳୀଙ୍କ ପ୍ରତିମୂର୍ତ୍ତି

Proprietor Abhimanyu Maharana by Proprietor Abhimanyu Maharana
November 14, 2026
in ଓଡ଼ିଶା, କଟକ, ହୋମ୍
0
ଦେବୀ ଗଡାରେ ମେଲାଣି ନେଲେ ମା,କାଳୀଙ୍କ ପ୍ରତିମୂର୍ତ୍ତି
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ସହରର ୭୩ ଟି ପୂଜା ମଣ୍ଡପର ମା, କାଳୀଙ୍କ ପ୍ରତିମୂର୍ତ୍ତି ଦୀପାବଳୀ ଠାରୁ ପାରମ୍ପରିକ ରୀତିନୀତିରେ ପୂଜା ଅର୍ଚ୍ଚନା କରାଯିବା ପରେ ଆଜି ପ୍ରାୟ ୨୭ ଟି ମାଙ୍କ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ ବାଦ୍ୟ ରୋଷଣୀରେ ନିଆଯାଇ ଦେବୀ ଗଡା ଠାରେ ମେଲାଣି ଦିଆଯାଇଛି । ଏଥିରେ କଟକର କାଳୀପୂଜା ଭସାଣୀ ଉତ୍ସବରେ ନୃତ୍ୟ, ଘଣ୍ଟ ଘଣ୍ଟା କାହାଳୀ, ମାଦଳ, ଢୋଲ ଦୁଲ ଦୁଲରେ କମ୍ଫିଥିଲା ସହର । ଦୋଳ ମୁଣ୍ଡାଇ ପୁଜା ମଣ୍ଡପ, ଖପୂରିଆ ଅଞ୍ଚଳର ପୁଜା ମଣ୍ଡପ, ମଙ୍ଗଳାବାଗ ପୁଜା କମିଟି, କାଠ ଗଡା ସାହି ପୁଜା କମିଟି,

ଚାଉଳିଆଗଞ୍ଜ ପୂଜା କମିଟି, ଏଵଂ ଶେଖ୍ ବଜାର ପୁଜା କମିଟିର ଶୋଭାଯାତ୍ରା ଗୁଡିକ ବହୁ ଆକର୍ଷଣୀୟ ହୋଇଥିଲା ।  ଏହି ଶୋଭାଯାତ୍ରା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ସ୍ଵତନ୍ତ୍ର ଟ୍ରାଫିକ କଟକଣା ଜାରୀ କରାଯାଇଥିଲା । ଦେବୀ ଗଡା ଠାରେ ସ୍ଵତନ୍ତ୍ର ସୁରକ୍ଷା ଗ୍ରହଣ କରାଯାଇ ଏହାର ସୁରକ୍ଷା ଦୃଷ୍ଟିରୁ କଟକ ସହରରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଥି ଶହ ୬୦ ଟି ପୋଲିସ୍ ଏଡପୋଷ୍ଟ ଖୋଲାଯାଇ ସ୍ଥିତି ଉପରେ ନଜର ରଖିଥିଲା ପୋଲିସ କମିଶନରେଟ ।

ଏହାର ଦାୟିତ୍ଵ ତଦାରଖ କରିବା ପାଇଁ ୨୫୦ ଜଣ ଏସ ଆଇ, ଓ ଏଏସ ଆଇ ,୪୦ ଜଣ ଇନ୍ସପେକ୍ଟର,୧୦ ରୁ ଅଧିକ ଡିଏସପି, ରାୟଙ୍କ ଅଫିସର ଓ ୨ ଜଣ ଏଡିସିପି ନିୟୋଜିତ ହୋଇ ଥିଲେ । କଟକ ସହରର ମୋଟ ୭୩ ଟି ପୂଜା ମଣ୍ଡପରେ ମା, କାଳୀଙ୍କ ମୃଣୟୀ ପ୍ରତିମୂର୍ତ୍ତି ପୂଜା ପାଇ ଆଜି ଆରମ୍ଭ ହୋଇଥିଲା ଭସାଣୀ ଉତ୍ସବ । ମା, ଙ୍କର ଏହି ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ମହିଳା, ପୁରୁଷମାନେ ସମବେତ ହୋଇଥିଲେ। କଟକର ଏହି ମା, କାଳୀଙ୍କ ପୂଜା ଉତ୍ସଵ ମହାସମାରୋହରେ ପାଳିତ ହୋଇଥାଏ। ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବହୁ ଅନୁଷ୍ଠିତ ପକ୍ଷରୁ ହୋଇଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବି ଇ ଓ ଡ଼କ୍ଟର ପ୍ରଭାତ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବି ଇ ଓ ଡ଼କ୍ଟର ପ୍ରଭାତ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

November 14, 2026
ଦେବୀ ଗଡାରେ ମେଲାଣି ନେଲେ ମା,କାଳୀଙ୍କ ପ୍ରତିମୂର୍ତ୍ତି

ଦେବୀ ଗଡାରେ ମେଲାଣି ନେଲେ ମା,କାଳୀଙ୍କ ପ୍ରତିମୂର୍ତ୍ତି

November 14, 2026
ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

November 14, 2026
 ମଧୁବାବୁ ପେନସନ୍ ଯୋଜନାରେ କନ୍ଧମାଳର ୨,୯୨୮ ନୂତନ ହିତାଧିକାରୀ ସାମିଲ 

 ମଧୁବାବୁ ପେନସନ୍ ଯୋଜନାରେ କନ୍ଧମାଳର ୨,୯୨୮ ନୂତନ ହିତାଧିକାରୀ ସାମିଲ 

November 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବି ଇ ଓ ଡ଼କ୍ଟର ପ୍ରଭାତ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବି ଇ ଓ ଡ଼କ୍ଟର ପ୍ରଭାତ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

November 14, 2026
ଦେବୀ ଗଡାରେ ମେଲାଣି ନେଲେ ମା,କାଳୀଙ୍କ ପ୍ରତିମୂର୍ତ୍ତି

ଦେବୀ ଗଡାରେ ମେଲାଣି ନେଲେ ମା,କାଳୀଙ୍କ ପ୍ରତିମୂର୍ତ୍ତି

November 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version