କଟକ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- କଟକର ଓଡ଼ିଶା ପୋଲିସ୍ ବାହିନୀର କଟକ ୬ଷ୍ଠ ବାଟାଲିୟନର ନୂତନ ଦୂର୍ଗପତି ଭାବେ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ ମନୋଜ ମିଶ୍ର ଯୋଗ ଦେଇଛନ୍ତି । ଯୋଗଦେଇଥିବା ନୂତନ ଦୂର୍ଗପତି ଙ୍କୁ ସ୍ବାଗତ କରିବା ଲାଗି କଟକ ୬ଷ୍ଠ ବାଟାଲିୟନ ପରିସର ରେ ସମ୍ବାଦ ପତ୍ର “ବାସ୍ତବ କଥା” ର ସହ-ସମ୍ପାଦକ ତଥା ରାଷ୍ଟ୍ରୀୟ ପତ୍ରକାର ସଂଘ,















