ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସାଧାରଣ ସ୍ଥାନରେ ମଦ୍ୟପାନ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୦ ଜଣଙ୍କୁ ପୋଲିସ ଚି଼ହ୍ନଟ କରି ଧରିଛି.ଏହି ୧୦ ଜଣଙ୍କୁ ପୋଲିସ କଡା ଚେତାବନୀ ଦେଇ ବ୍ୟକ୍ତିଗତ ବଣ୍ଡରେ ଛାଡି ଦେଇଥିବା ସୂଚନା ମିଳିଛି.ଗତକାଲି ରାତିରେ ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ହଠାତ୍ ବାଇକ୍ ପେଟ୍ରୋଲିଂ କରାଯାଇ ପାଠପତନମ ରୋଡ୍,















