ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବୁଧବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ମାଜିଷ୍ଟ୍ରେଟ୍, ରାଜସ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ସାଥୀ ଅଧିକାରୀମାନଙ୍କ ସହ ହରଚଣ୍ଡୀସାହିସ୍ଥିତ ସେବାୟତ ବାସଗୃହ ଯୋଜନା ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଜମି ହେଉଛି ଦିବ୍ଯ ସମ୍ପତ୍ତି ।















