ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନିତୁ ପ୍ରିୟଦର୍ଶନୀ ଡ୍ଯାନ୍ସ ଏକାଡେମୀ ପୁରୀ ପକ୍ଷରୁ ଜୁନ ୭ ରବିବାର ଦିନ ଭିଆଇପି ରୋଡ ସ୍ଥିତ ହୋଟେଲ ବେନସନରେ ତୃତୀୟ ରଜ ସେଶ୍ପସିଆଲ ଟ୍ରେଡିଙ୍ଗ ଟାଲେଣ୍ଟ ଶୋ ୨୦୨୬ ଅନୁଷ୍ଠିତ ହେବ । ଏଥିସହ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦିକା ନିତୁ ପ୍ରିୟଦର୍ଶନୀ ଯୋଗଦେଇ କହିଲେ ପୁରୀ ଏକ ଐତିହ କଳା ଓ ସଂସ୍କୃତି ସମ୍ପନ୍ନ ସହର ।















