No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ତମାଖୁ ଓ
ଯୁବ ପୀଢ଼ି ଉପରେ ଏହାର ପ୍ରଭାବ ବକ୍ତବ୍ୟ ଦେବାସହ ଆଜିର ଦିନରେ ତମାଖୁ କିପରି ଫୁସଫୁସ୍ କର୍କଟ ପାଇଁ ମୁଖ୍ୟ କାରଣ ସାଜିଛି ଆଲୋକ ପାତ କରିଥିଲେ। ପରେ ପରେ କ୍ୟାଡେଟ୍ ଙ୍କ ମଧ୍ୟରେ ରାଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯକ୍ରମରେ ୩୫ ରୁ ଉର୍ଦ୍ଧ୍ବ କ୍ୟାଡେଟ୍ ଭାଗ ନେଇଥିଲେ।

No Result
View All Result