ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମଙ୍ଗଳା ନଦୀ ରେ ବିନା ଅନୁମତି ରେ ବର୍ଜ୍ୟବସ୍ତୁ ପାଇପ ଯୋଗେ ପକେଇବା ନିବେଦନର ଅଭିପ୍ରାୟ ଏହିକି ଯେ ମଙ୍ଗଳା ନଦୀ ର ସୁରକ୍ଷା ଓ ସ୍ୱଛତା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ହେଲେ କିଛି ସ୍ୱାର୍ଥ ବ୍ୟକ୍ତି ବା ଅନୁଷ୍ଠାନ ପ୍ରଶାସନ କୁ ଖାତିର ନ କରି ଏ ସବୁ କାମ କରୁଛନ୍ତି । ଏଇ କିଛି ଦିନ ହେଲା ଏକ ଅନୁଷ୍ଠାନ ନିଜର ବର୍ଜ୍ୟବସ୍ତୁ ବାହାର କରିବା ପାଇଁ ପାଇପ ଯୋଗେ ମଙ୍ଗଳା ନଈ ସହ ସଂଯୋଗ କରିଛି ।















