• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
April 28, 2026
in ଓଡ଼ିଶା, ପୁରୀ, ହୋମ୍
0
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ
Share on FacebookShare on TwitterWhatsapp

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ କୁ ଆସିଲେ ନାହିଁ ଶାସକ ଓ ବିରୋଧି ଦଳର ନିର୍ବାଚିତ ପ୍ରତିନିଧି । ଖରିପ ଧାନ ସଂଗ୍ରହ ଐତିହାସିକ ସଫଳତା ସତ୍ତ୍ବେ ଚାଷୀମାନଙ୍କ ଅସନ୍ତୋଷ ବୃଦ୍ଧି, ଆସନ୍ତା ୧୫ମେ ରେ ଆରମ୍ଭ ହେବ ଧାନ ସଂଗ୍ରହ 

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ଜିଲ୍ଲାରେ ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଏକ ପକ୍ଷରେ ଐତିହାସିକ ସଫଳତା ଅର୍ଜନ କରିଥିବାବେଳେ, ଅନ୍ୟ ପକ୍ଷରେ ମଣ୍ଡୀ ସ୍ତରରେ ଅନିୟମିତତା ଓ ଚାଷୀ ଶୋଷଣ ଅଭିଯୋଗ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । ଜିଲ୍ଲାରେ ମୋଟ ୨୧,୦୪,୦୦୦ କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ରହିଥିବା ବେଳେ ୨୦,୩୬,୪୫୯.୫୬ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇ ୯୬.୮% ସଫଳତା ହାସଲ କରାଯାଇଛି । ଏହି ପ୍ରକ୍ରିୟାରେ ୫୮ ହଜାରରୁ ଅଧିକ ଚାଷୀ ସିଧାସଳଖ ଭାବେ ଲାଭାନ୍ୱିତ ହୋଇଥିବା ସହିତ ପ୍ରାୟ ୪୭୯ କୋଟି ଟଙ୍କା ତାଙ୍କ ଖାତାକୁ ଜମା କରାଯାଇଛି ।

ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଏହି ସଫଳତା ପ୍ରତି ସନ୍ତୋଷ ବ୍ୟକ୍ତ କରି ସରକାର ଓ ଜିଲ୍ଲା ପ୍ରଶାସନଙ୍କ ସମନ୍ୱୟକୁ ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷିତରେ ଆସନ୍ତା ରବି ଋତୁ ପାଇଁ ଧାନ ସଂଗ୍ରହ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ, ସିଏସଓ, ଡିଆରସିଏସ, ଚାଷୀ ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ । ଆଗାମୀ ମେ ୧୫ ତାରିଖରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ହେଲେ ବୈଠକରେ ଶାସକ ଓ ବିରୋଧୀ ଦଳର କୌଣସି ନିର୍ବାଚିତ ବିଧାୟକ କିମ୍ବା ବିଧାୟିକା, ଲୋକସଭା ସାଂସଦ, ରାଜ୍ୟସଭା ସାଂସଦଙ୍କ ଅନୁପସ୍ଥିତି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି । ଚାଷୀମାନଙ୍କ ମତ ଅନୁଯାୟୀ ଜିଲ୍ଳାର ଚାଷୀଙ୍କ ହିତରେ କୌଣସି ନେତୃତ୍ବ ଆମ ସମସ୍ୟା ସମାଧାନ ପାଇଁ ଆଗ୍ରହ କରିବା ପରିବର୍ତ୍ତେ ନିଜ ପାଣ୍ଠି ସଂଗ୍ରହ ପାଇଁ ମିଲର, ଅଫିସର ଙ୍କ ହାତରେ ଟେକିଦେଇଛନ୍ତି ଆମ ଭାଗ୍ୟ, ଏହା ଚାଷୀ ସମସ୍ୟା ପ୍ରତି ରାଜନୈତିକ ଅନାଗ୍ରହକୁ ସ୍ପଷ୍ଟ ପ୍ରକାଶ କରୁଛି ।

ଏହା ସହିତ ମଣ୍ଡୀ ବ୍ୟବସ୍ଥାକୁ ମିଲରମାନଙ୍କ ହାତରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ମଣ୍ଡୀରେ ସେକ୍ରେଟାରୀ, ଡାଟା ଅପେରେଟର, ଆନାଲାଇଜର ଆନାଲିଷ୍ଟ, ପରିଚାଳନା ସମିତି ସଦସ୍ୟ ଥିବା ସତ୍ତ୍ୱେ ଚାଷୀମାନଙ୍କୁ ସିଧାସଳଖ ନିଜ ଧାନ ମିଲରଙ୍କ ମିଲ କୁ ପଠାଇ ଶୋଷଣ କରୁଛନ୍ତି । ସେହିପରି, ମଣ୍ଡି ଓ ନିୟନ୍ତ୍ରିତ ବଜାର କମିଟିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ଥାପିତ ପ୍ୟାଡ଼ି କ୍ଲିନର ଓ ଏଆଇ ଗ୍ରେନ ଆନାଲାଇଜର ଯନ୍ତ୍ର ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ମଧ୍ୟ ଆସିଛି । ନିଯୁକ୍ତ ସୁପରଭାଇଜର ଓ ନୋଡାଲ ଅଧିକାରୀମାନେ ଏହାର ତଦାରଖ କରୁନାହାନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ, ଦଲାଲମାନେ ପ୍ରଥମେ ଧାନ ବିକ୍ରି କରୁଥିବା ବେଳେ ପ୍ରକୃତ ଚାଷୀମାନେ ପଛକୁ ପଡ଼ୁଛନ୍ତି । ସେକ୍ରେଟାରୀ ସ୍ତରରେ ଅନିୟମିତତା ଅଭିଯୋଗ ମଧ୍ୟ ଆସିଛି । ମଣ୍ଡୀରେ ସମୟ ଅନୁଯାୟୀ ଅଖା ନମିଳିବା ଚାଷୀଙ୍କ ସମସ୍ୟାକୁ ଆହୁରି ଗମ୍ଭୀର କରିଛି । ଚାଷୀମାନଙ୍କ ମଧ୍ୟରେ ଏହି ଧାରଣା ଜୋରଦାର ହେଉଛି ଯେ କିଛି ମିଲର ଓ ଅଧିକାରୀଙ୍କ ମଧ୍ୟରେ ଅନୈତିକ ମିଲିଭଗତ ଚାଲିଛି, ଯାହା ସରକାରଙ୍କ ଚାଷୀ-ହିତକାରୀ ପଦକ୍ଷେପକୁ ମତଳସ୍ତରରେ ପ୍ରଭାବିତ କରୁଛି ।

ଏହି ପରିସ୍ଥିତିରେ ଚାଷୀମାନେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଓ ସ୍ୱଚ୍ଛ ଧାନ ସଂଗ୍ରହ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି । ଯଦିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡୀ ବ୍ୟବସ୍ଥା ସୁଧାର ଓ ସୁଚାରୁ ରୂପେ ପରିଚାଳନା ପ୍ରକ୍ରିୟା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି, ତଥାପି ଚାଷୀମାନେ ବାସ୍ତବିକ ପରିବର୍ତ୍ତନ ପାଇଁ ଅପେକ୍ଷା କରୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version