ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡିଶାର ଏରୋସ୍ପେଶ ଓ ଡିଫେନ୍ସ ମାନୁଫ୍ୟାକ୍ଚରିଂ ଇକୋସିଷ୍ଟମ ପାଇଁ ଏକ ବଡ ପ୍ରୋତ୍ସାହନ ରୂପେ ବନ୍ଭି ଏରୋ ଖୋର୍ଦ୍ଧାଠାରେ ଏହାର ଷ୍ଟେଟ-ଅଫ୍-ଦ-ଆର୍ଟ ଡ୍ରୋନ ପାର୍କ୍ର ପରିଚାଳନା ଆରମ୍ଭ କରିଛି । ଏହି ଫ୍ୟାସିଲିଟିକୁ ବରିଷ୍ଠ ସରକାରୀ ଅଧିକାରୀ ଓ ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା । ୩୦ ଏକର ଜମିରେ ପରିବ୍ୟାପ୍ତ ଓ ଦୁଇଟି ପର୍ଯ୍ୟାୟରେ ଯୋଜନା କରାଯାଇଥିବା ଏହି ପ୍ରକଳ୍ପରେ ୩୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାନୁଫ୍ୟାକ୍ଚରିଂ,














