ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିରାଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକାରେ ସାତ ଜଣ ଶିଶୁ ନୂତନ ଭାବରେ ନାମ ଲେଖାଇଛନ୍ତି ।

ନୂତନ ଭାବରେ ବିଦ୍ୟାଳୟକୁ ଖଡ଼ି ଛୁଆଁ ପାଇଁ ଆସିଥିବା ଶିଶୁ ଓ ଅଭିଭାବକ ମାନଙ୍କୁ ପ୍ରଧାନ ଶିକ୍ଷକ ଅଲେଖ ରଣା ଫୁଲ ଚ଼ନ୍ଦନ ଦେଇ ସ୍ୱାଗତ କରିବା ପରେ ଶିଶୁ ବାଟିକାରେ ନାମ ଲେଖିବା ପାଇଁ ଆସିଥିବା ଶିଶୁମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ରଣା ଖଡ଼ି ଛୁଆଁଇଥିଲେ । ଏହି ଅବସରରେ ପ୍ରସ୍ତୁତ ହୋଇଥିବା ଖେଳଘର,














