• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଘ ଗର୍ଜନରେ ଅଞ୍ଚଳ ବାସୀ ଭୟଭୀତ : ବନ ବିଭାଗ ଲଗାଇଲା ସ୍ୱତନ୍ତ୍ର କ୍ୟାମେରା – ତନାଘନା ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
March 19, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ବାଘ ଗର୍ଜନରେ ଅଞ୍ଚଳ ବାସୀ ଭୟଭୀତ : ବନ ବିଭାଗ ଲଗାଇଲା ସ୍ୱତନ୍ତ୍ର କ୍ୟାମେରା – ତନାଘନା ଆରମ୍ଭ
Share on FacebookShare on TwitterWhatsapp

ବାଲିଗୁଡା  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କଲୋନୀ ସାହି ନିକଟରେ ବାଘର ଗର୍ଜନ ଶୁଣିବା ସହିତ ସକାଳେ ପାଦ ଚି଼ହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଛନ୍ତି l ନିକଟରେ ଥିବା ନବଜ୍ୟୋତି ହଷ୍ଟେଲରେ ରହୁଥିବା ଛାତ୍ର ମାନେ ମଧ୍ୟ ମଙ୍ଗଳବାର ରାତ୍ର ସମୟରେ ବାଘର ଗର୍ଜନ ଶବ୍ଦ ଶୁଣି ଭୟଭିତ ହୋଇଥିବା ଜଣାପଡିଛି। ବାଘ ଟି ହଷ୍ଟେଲ ଆଡୁ ଆସି ପାଚେରୀ ଉପରେ ଲମ୍ଫ ଦେଇ ଭିତରକୁ ଯାଇଛି ବୋଲି ଛାତ୍ର ଏବଂ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

ହଷ୍ଟେଲ ପଛପଟୁ ବାଘ ର ପାଦ ଚି଼ହ୍ନ ସବୁ ରହିଛି।ଗ୍ରାମବାସୀ ଓ ଛାତ୍ର କହିବା ପ୍ରକାରେ ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ମାଙ୍କଡ଼ ମାନେ ଚିଲେଇବା ଓ କୁକୁର ମଧ୍ୟ ବହୁ ପରିମାଣରେ ଭୋକିଛନ୍ତି। ବାଘର ଶବ୍ଦ ମଧ୍ୟ ଲୋକେ ଶୁଣି ଥିବା କହିଛନ୍ତି । ଯାହା ଫଳରେ ଗ୍ରାମବାସୀ ମାନେ ଭୟଭିତ ହୋଇଛନ୍ତି ଏବଂ ହଷ୍ଟେଲ ପାଚେରୀ ସେପଟେ ନାଳ କୁ ଲୋକେ ଗାଧୋଇବା ପାଇଁ ଯିବା ବେଳେ ବାଘର ପାଦ ଚି଼ହ୍ନ ଦେଖି ଲୋକେ ବହୁତ ଭୟଭିତ ହେଇଛନ୍ତି।

କୋଟଗଡ ରେଞ୍ଜର ଵାଳଗୋପାଳ ବେହେରା ଙ୍କୁ ଲୋକେ ଖବର ଦେବା ପରେ ସଙ୍ଗେ ସଙ୍ଗେ ବନ ବିଭାଗର ଫରେଷ୍ଟର ଓ ତାଙ୍କର ସ୍ୱତନ୍ତ୍ର ଟିମ କୁ ଡାକି ଘଟଣା ସ୍ଥଳରେ ପହଞ୍ଚି ବାଘର ଗତିବିଧି ଓ ପାଦ ଚି଼ହ୍ନ ଦେଖି ସ୍ୱତନ୍ତ୍ର କ୍ୟାମେରା ଲଗାଇବାକୁ ନିର୍ଦେଶ ଦେଇଥିଲେ। ଏବଂ କଲୋନୀ ସାହି, ହୋତା କଲୋନୀ , ଆମ୍ବେଦକର କଲୋନୀ , ନବଜ୍ୟୋତି ହଷ୍ଟେଲ ର ସମସ୍ତ ଲୋକଙ୍କୁ ସଚେତନତା କରିଥିଲେ ଯେ,

ଏଣିକି ରାତ୍ର ସମୟରେ ଘରୁ ଏକା ହୋଇ ନ ବାହାରି ଗ୍ରୁପ ହୋଇ ବାହାରିବା ଏବଂ ସନ୍ଧ୍ୟା ସମୟରେ ବାହାରେ ବୁଲା ବୁଲି ପାଇଁ ବାରଣ କରାଯାଇଛି । ଆମେ କ୍ୟାମେରା ଲଗାଇଛୁ ବାଘର ଗତିବିଧି ଉପରେ ନଜର ରଖାଯାଉଛି । ପ୍ରକୃତ ରେ ଯେଉଁ ପଶୁ ଗର୍ଜନ କରୁଛି ତାହା ବାଘ କିମ୍ବା ଅନ୍ୟ କୌଣସି ପଶୁ ଜନ୍ତୁ ତାହା ଜଣା ପଡିବ ଏବଂ ଯଦି ବାଘ ହୋଇ ଥାଏ ତାହେଲେ ଯଥା ଶୀଘ୍ର ବାଘକୁ ଧରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version