• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପବିତ୍ର ପ୍ରାଚୀନଦୀର ପୁନଃଉଦ୍ଧାର ପାଇଁ ବାବା ଅଭିରାମ ସରସ୍ଵତୀଙ୍କ ୧ଲକ୍ଷ ୧ ହଜାର ୧୦୮ ଶିବ ଲିଙ୍ଗ ସ୍ଥାପନ

Proprietor Abhimanyu Maharana by Proprietor Abhimanyu Maharana
March 15, 2026
in ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍
0
ପବିତ୍ର ପ୍ରାଚୀନଦୀର ପୁନଃଉଦ୍ଧାର ପାଇଁ ବାବା ଅଭିରାମ ସରସ୍ଵତୀଙ୍କ ୧ଲକ୍ଷ ୧ ହଜାର ୧୦୮ ଶିବ ଲିଙ୍ଗ ସ୍ଥାପନ
Share on FacebookShare on TwitterWhatsapp

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁର୍ଣ୍ଣତୋୟା ପବିତ୍ର ପ୍ରାଚୀନଦୀ ର ପୁନଃ ଉଦ୍ଧାର ପାଇଁ ଆଗେଇ ଆସିଲେ ବାବା ଶ୍ରୀଶ୍ରୀ ଅଭିରାମ ସରସତୀ । ପ୍ରାଚୀ ନଦୀର ପୁନଃ ଉଦ୍ଧାର ଅବସରରେ ଶ୍ରୀ ଶ୍ରୀ ଅନନ୍ତେଶ୍ୱର ମହାଦେଙ୍କ ୧ଲକ୍ଷ ୧ହଜାର ୧୦୮ ଶିବ ଲିଙ୍ଗ ସ୍ଥାପନ ସହ ବିଶ୍ୱର କଲ୍ୟାଣ ଲାଗି ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ କରିଛନ୍ତି ବାବା ଅଭିରାମ ପରମହଂସ । ଶ୍ରୀଶ୍ରୀ ଅନନ୍ତେଶ୍ବର ମହାଦେବଙ୍କ ୧ଲକ୍ଷ ୧ହଜାର ୧୦୮ ଶିବ ଲିଙ୍ଗ ସ୍ଥାପନ ସମେତ ସରସ୍ବତୀ ପ୍ରାଚୀ ଘାଟରେ ଆଡି ବନ୍ଧ ନିର୍ମାଣ ସହ ଘାଟ ଉଦଘାଟନ କରିବା ସମେତ ପ୍ରାଚୀ ନଦୀ ତଟରେ ଏକ ବିରାଟ ଆଶ୍ରମ ନିର୍ମାଣ କରାଯାଇଛି ।

ଏହି ବିଶ୍ୱଶାନ୍ତି ମହାଯଜ୍ଞ ୫ଦିନ ଧରି ଚାଲିବ । କଟକ ଜିଲ୍ଲା ନିଆଳି ବ୍ଲକ ଅଲଣା ପଂଚାୟତ ଅଥଙ୍ଗା ଗ୍ରାମର ପ୍ରାଚୀତଟ ଠାରେ ଶ୍ରୀ ଅନନ୍ତ ସେବା ପରିଷଦ ପକ୍ଷରୁ ଶ୍ରୀଶ୍ରୀ ଅଭିରାମ ସରସତୀଙ୍କ ଦ୍ବାରା ପୁର୍ଣ୍ଣତୋୟା ପ୍ରାଚୀନଦୀର ପୂନଃଉଦ୍ଧାର ପାଇଁ ଏକ କଲ୍ୟାକାରୀ ବିଶ୍ବ ଶାନ୍ତି ମହାଯଞ ଅନୁଷ୍ଠିତ ହୋଇଛି । ଦୀର୍ଘ ବର୍ଷ ଧରି ପ୍ରାଚୀ ନଦୀ ଶୁଷ୍କ ହେବା ସହ ପୋତି ହୋଇ ପଡ଼ିଲାଣି, ଆଉ ମଧ୍ୟ ଏହି ନଦୀକୁ ଜବରଦଖଲ କରି ଚାଷଜମି ଏବଂ ଘର ନିର୍ମାଣରେ ପରିଣତ କରାଯାଇଥିବାରୁ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଗାଈ ଗୋରୁ , ମେଣ୍ଢା,ଛେଳୀ ପଶୁ ପକ୍ଷୀମାନେ ପିଇବା ପାଣି ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି ।

ସେଥି ନେଇ ବାବା ଅଭିରାମ ସରସ୍ଵତୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଏହି ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ ବାବା ଅଭିରାମ ସରସତୀ ନିଜେ ଅଣ୍ଟା ଭିତି ପ୍ରାଚୀ ନଦୀର ଅଥଙ୍ଗାଠାରେ ଏକ ଚେକ ଡ୍ୟାମ ନିର୍ମାଣ କରିବା ସହ ୭୦ ହଜାରରୁ ଉର୍ଦ୍ଧ୍ଵ ବେଲ ଗଛ ବଣ୍ଟନ କରିଛନ୍ତି , ଏଥି ସହ, ପରିବେଶ ସୁରକ୍ଷା ପାଇଁ ଅନେକ ଆମ୍ବ, ପଣସ, ଲିମ୍ୱ ଗଛ ଲଗାଇଛନ୍ତି, ଆଗାମୀ ଦିନରେ ପରିବେଶ ସୁରକ୍ଷା ପାଇଁ ବହୁ ଶ୍ମଶାନ ଏଵଂ ରାସ୍ତାଘାଟ ସମେତ ଗ୍ରାମାଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିବେ ବୋଲି ନିଷ୍ପତି ନେଇଛନ୍ତି । ଆହୁରି ଅନେକ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଦ୍ବାରା ୧୦୮ କଳସ ଯାତ୍ରା ସହିତ ସାଧୁ ସମ୍ମିଳନୀ, ଭକ୍ତମାନଙ୍କୁ ବସ୍ତ୍ର ଦାନ ଆଦି କାର୍ଯ୍ୟ କରୁଛନ୍ତି । ଏହି ପବିତ୍ର ପୀଠରେ ମହାସ୍ନାନ, ଅସ୍ଥି ବିସର୍ଜନ,ପିଣ୍ଡଦାନ ,ପିତୃଶ୍ରାଦ୍ଧ ସହ
ଶ୍ରାଦ୍ଧାଳୁମାନେ ସ୍ନାନ କରି ଅନନ୍ତେଶ୍ବର ମହାଦେବଙ୍କ ଆଶ୍ରିବାଦ ଲାଭ କରୁଛନ୍ତି । ଏହି ବିଶ୍ଵଶାନ୍ତି ମହାଯଜ୍ଞରେ ଓଡ଼ିଶାର ବହୁ ସାଧୁସନ୍ଥ ଓ ଭକ୍ତମାନେ ଯୋଗ ଦେଇଛନ୍ତି । ବାବାଙ୍କର ଏହି ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ଅହୋରାତ୍ର ନାମ ସଂକ୍ରିତନ୍, ଭଜନସମାରୋହ, ବିଶିଷ୍ଟ ପଣ୍ଡିତ ଏବଂ ବହୁ ସାଧୁସନ୍ଥଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ, ପ୍ରସାଦ ସେବନ, କରାଯାଉଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ ସାଧୁ ସନ୍ଥଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଉଛନ୍ତି । ବାବାଙ୍କର ଏହି ମହାନତା କାର୍ଯ୍ୟ ନେଇ ସବୁଠି ସ୍ବାଗତ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

March 16, 2026
ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

March 16, 2026
ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

March 16, 2026
ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

March 16, 2026
ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version