• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱେବ ଓ ମୋବାଇଲ ପ୍ଲାଟଫର୍ମରେ ନୂଆ ଫିଚରର ଶୁଭାରମ୍ଭ କରିଛି ଏନଏସଇ

Proprietor Abhimanyu Maharana by Proprietor Abhimanyu Maharana
November 12, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
NSE Enhances Digital Experience for Investors and Trading Members with  New Features Across Web and Mobile Platforms
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ଏହାର ୱେବସାଇଟ ଓ ମୋବାଇଲ ଆପ୍ଲିକେଶନରେ ନୂଆ ଫିଚରର ଆରମ୍ଭ କରି ନିଜର ଡିଜିଟାଲ ଇକୋସିଷ୍ଟମକୁ ଆହୁରି ସୁଦୃଢ କରିଛି । ଏହି ନୂତନ ଫିଚର ସହିତ ଏନଏସଇ ନିବେଶକ ଓ ଟ୍ରେଡିଂ ସଦସ୍ୟଙ୍କ ପାଇଁ ବଜାର ସୂଚନାକୁ ଅଧିକ ପହଂଚଯୋଗ୍ୟ, ସହଜ ଓ ସୁବିଧାଜନକ କରିବ । ଏହାମଧ୍ୟରୁ ଗୋଟିଏ ଫିଚର ହେଉଛି ଏନଏସଇ ମାର୍କେଟ ଲେନ୍ସର ବିଟା ଭର୍ସନ ଯାହା ଉଭୟ ୱେବ ଓ ମୋବାଇଲରେ ଉପଲବ୍ଧ ଥିବା ଏକ ଷ୍ଟକ୍ ଅନ୍ୱେଷଣ ଓ ସ୍କ୍ରିନିଂ ପ୍ଲାଟଫର୍ମ । ଏହା ନିବେଶକଙ୍କୁ ଲୋକପ୍ରିୟ ଷ୍ଟକ୍‌ଗୁଡିକୁ ଏକ୍ସପ୍ଲୋର କରିବା, କ୍ଷେତ୍ର ଆଧାରରେ ଷ୍ଟକ୍‌ଗୁଡିକୁ ବ୍ରାଉଜ କରିବା ଓ ନିଜ ପସନ୍ଦ ଅନୁଯାୟୀ କଷ୍ଟମାଇଜ୍‌ଡ ସ୍କ୍ରିନ ତିଆରି କରିବା ପାଇଁ ସକ୍ଷମ କରିଥାଏ ।

ଏହାର ପ୍ରାକୃତିକ ଲାଙ୍ଗୁଏଜ ଇଂଟରଫେଓ ନିବେଶକଙ୍କ ପ୍ରଶ୍ନଗୁଡିକୁ ଏଡିଟ ହୋଇପାରୁଥିବା ସ୍କ୍ରିନିଂ ଫିଲ୍ଟରରେ ରୂପାନ୍ତର କରିଥାଏ ଏବଂ ଏହାର ଫଳାଫଳ ଏନଏସଇ ବଜାର ତଥ୍ୟ ଉପରେ ଆଧାରିତ ଥାଏ । ଏନଏସଇ ୱେବସାଇଟ ମଧ୍ୟ କର୍ପୋରେଟ ଘୋଷଣାନାମାଗୁଡିକର ଏଆଇ-ଆଧାରିତ ସାରାଂଶର ବିଟା ଭର୍ସନ ଆରମ୍ଭ କରିଛି ଯାହା ଉଭୟ ଫର୍ମାଟରେ ଉପଲବ୍ଧ ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ସୂଚନାଗୁଡିକୁ ସହଜରେ ପାଇବାରେ ସାହାଯ୍ୟ କରିଥାଏ । ନିବେଶକମାନେ ଏଥିରେ ମିନିଟ୍ ଆଧାରିତ ଅପ୍‌ଡେଟ ସହିତ ଡେଲ୍‌ଟା, ଗାମା, ଥେଟା ଓ ଭେଗା ସମେତ ଅପ୍‌ସନ ଗ୍ରିକ୍‌ଗୁଡିକୁ ଆକ୍‌ସେସ କରିପାରିବେ ।

ମଡେଲ କଂଟେକ୍ସଟ୍‌ ପ୍ରୋଟୋକଲ (ଏମସିପି) ମାଧ୍ୟମରେ ଏନଏସଇ ମାର୍କେଟ ଡାଟାକୁ ଚାଟଜିପିଟି ଓ କ୍ଲାଉଡ ଭଳି କମ୍ପାଟିବୁଲ ଏଆଇ ଆସିଷ୍ଟାଂଟଗୁଡିକ ମାଧ୍ୟମରେ ହାସଲ କରାଯାଇପାରିବ । ସେହିପରି ପୁନଃ ପରିକଳ୍ପିତ ଏନଏସଇ ଇଣ୍ଡିଆ ମୋବାଇଲ ଆପ୍ଲିକେଶନ ଉନ୍ନତ ନାଭିଗେଶନ ଓ ଫିଚର ପ୍ରଦାନ କରୁଛି ଯେଉଁଥିରେ ସେୟାରିଂ କ୍ଷମତା ସହ ପର୍ସନାଲାଇଜ୍‌ଡ ୱାଚଲିଷ୍ଟ, ପ୍ରାଇସ ଆଲର୍ଟ, ବିଭିନ୍ନ ସମ୍ପତି ଶ୍ରେଣୀରେ ପୋର୍ଟଫୋଲିଓ ଟ୍ରାକିଙ୍ଗ୍‌, ପାରିବାରିକ ନିବେଶ ଟ୍ରାକିଂ, ନୋମିନେଶନ ମନିଟରିଂ, ପୋର୍ଟଫୋଲିଓ ଆନାଲିଟିକ୍ସ ଏବଂ ନିବେଶକଙ୍କ ହୋଲ୍ଡିଂ ସମ୍ପର୍କିତ କମ୍ପାନୀ ଘୋଷଣାନାମା ସାମିଲ ରହିଛି ।

ଟ୍ରେଡିଂ ସଦସ୍ୟଙ୍କ ପାଇଁ ଡିଜିଟାଲ ସୁବିଧା ବୃଦ୍ଧି କରି ନୂଆ ଏନଏସଇ ମେମ୍ବର ପୋର୍ଟାଲ ଆପ୍ ବିନିମୟ-ସମ୍ପର୍କିତ ତଥ୍ୟ ଉପରେ ମଜବୁତ ବିଶ୍ଳେଷଣ ପ୍ରଦାନ କରିଥାଏ ଯେଉଁଥିରେ ଟ୍ରେଡ ପଲ୍‌ସ ଡ୍ୟାଶବୋର୍ଡ, ରାଜ୍ୟୱାରୀ ବିତରଣ ଅନ୍ତର୍ଭୁକ୍ତ ଥିବା ୟୁନିକ କ୍ଲାଏଂଟ କୋଡ୍ (ୟୁସିସି) ମେଟ୍ରିକ୍ସ, ଆଗାମୀ ନିୟାମକୀୟ ଅନୁପାଳନ ଓ ଦାଖଲ, ସଂଯୋଗ ଅନୁପାଳନ ଓ ଟ୍ରାକିଂ ଏବଂ ସର୍କୁଲାର ଆଦି ସାମିଲ ରହିଛି । ଏସମ୍ପର୍କରେ ଏନଏସଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିରାଲ ମୋଦି କହିଛନ୍ତି, “ନିରନ୍ତର ଡିଜିଟାଲ ଉଦ୍ଭାବନ ମାଧ୍ୟମରେ ଏନଏସଇ ନିବେଶକ ଓ ବଜାର ଅଂଶଗ୍ରହଣକାରୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
NSE Enhances Digital Experience for Investors and Trading Members with  New Features Across Web and Mobile Platforms

ୱେବ ଓ ମୋବାଇଲ ପ୍ଲାଟଫର୍ମରେ ନୂଆ ଫିଚରର ଶୁଭାରମ୍ଭ କରିଛି ଏନଏସଇ

November 12, 2026
NSE Enhances Digital Experience for Investors and Trading Members with  New Features Across Web and Mobile Platforms

NSE Enhances Digital Experience for Investors and Trading Members with New Features Across Web and Mobile Platforms

November 12, 2026
ନଭେମ୍ବର ୧୩ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ

ନଭେମ୍ବର ୧୩ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ

November 12, 2026
୨୨୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା

୨୨୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା

November 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

NSE Enhances Digital Experience for Investors and Trading Members with  New Features Across Web and Mobile Platforms

ୱେବ ଓ ମୋବାଇଲ ପ୍ଲାଟଫର୍ମରେ ନୂଆ ଫିଚରର ଶୁଭାରମ୍ଭ କରିଛି ଏନଏସଇ

November 12, 2026
NSE Enhances Digital Experience for Investors and Trading Members with  New Features Across Web and Mobile Platforms

NSE Enhances Digital Experience for Investors and Trading Members with New Features Across Web and Mobile Platforms

November 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version