କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ସହ ଆତ୍ମୀୟ ସମ୍ପର୍କ ସୁଦୃଢ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ “ବିଶ୍ୱାସ- ଏକ ସମ୍ପର୍କର ସେତୁ ” ଶୀର୍ଷକରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଡ଼. ଏସ. ଦେବଦତ୍ତ ସିଂହ, ଡେପୁଟି କମିଶନର ଶ୍ରୀ ରିଷିକେଶ ଖୀଲାରୀଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ଶାରୀରିକ,















