ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଉତ୍କଳ ଦୃଷ୍ଟିହୀନ ସଂଘ ପରିସର ମଧ୍ୟରେ ମହା ସମାରୋହ ରେ ପାଳନ କରାଯାଇଥିଲା । ଏଥିରେ ସଂଘର ସଭା ନେତ୍ରୀ ଅଦ୍ୟକ୍ଷଣ କରିଥିଲେ । ମଧ୍ୟମ ନିର୍ବାଚନ ମଣ୍ଡଳି , ଭୁବନେଶ୍ୱର ର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ବକ୍ତା ଏବଂ ଡ ସେବା ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହାଛଡ଼ା ପୂର୍ବତନ ରେଡକ୍ରସ ସେକ୍ରେଟାରୀ ଏବଂ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ।

ମେଜର ଡ କଳ୍ପନା ଦାସ ରେଲୱେ ବିଭାଗ ର ଦୁଇ ଜଣ କର୍ମଚାରୀ ଏବଂ ଆତର୍ତ୍ର। ଣ ରାଉତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଂଘ ର ଉପସଭାପତି ଶ୍ରୀମତୀ ସୁଶ୍ରୀ ସାହୁ ସଭ୍ୟା ମାନଙ୍କ ର ଅସୁବିଧା ସମ୍ବଦ୍ଧରେ ଅତିଥି ମାନଙ୍କୁ ଅବଗତ କରାଇ ଥିଲେ । ସଭ୍ୟା ଶ୍ରୀମତୀ ମିରାବତି ମହାରଣା ଏକ ସୁନ୍ଦର କବିତା ଆବୃତ୍ତି କରିଥିଲେ । ସଂଘର ସାଧାରଣ ସମ୍ପାଦିକା ସଂଘ ପାଇଁ ଏକ ସ୍ଥାୟୀ ସରକାରୀ ଘର ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ।















