ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡ଼ୁରୁ ଗ୍ରାମରେ ଘଟିଥିବା ହୃଦୟ ବିଦାରକ ଦୃଶ୍ୟ ଯାହାକି ଦାଦନ ଖଟିବାକୁ ଯାଇ ବାପା ମୃତ 2ବର୍ଷ ପୂର୍ବରୁ ମା ପ୍ରେମିକ ସହ ଫେରାର ବର୍ତମାନ ସ୍ଥିତିରେ 4ଭାଇ ଭଉଣୀ ବେସାହାରା ତଥାପି ଏହିପରିପେକ୍ଷୀରେ ଗଜପତି ଜିଲ୍ଲା ରେ ନୂତନ ସଂଗଠନ ଆବିର୍ଭାବ ହେବା ପରେ ଭୀମ ଆର୍ମି ର ଜିଲ୍ଲା ପ୍ରେସିଡେଣ୍ଟ ଆମସେଲୋମ ଜିଲ୍ହା ପ୍ରଭାରୀ ସାଗର ବଳିୟାର ସିଂ ସହ ସଂଗଠନ ର କର୍ମ କର୍ତା ସହ ସଦସ୍ୟ ବୃନ୍ଦ ଲୁଡ଼ୁରୁ ଗ୍ରାମ କୁ ଯାଇ ସେହି















