• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍କଳ ହସ୍ପିଟାଲରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମଧ୍ୟ ଫୋରଆର୍ମ ସ୍ତରରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ହାତର ସଫଳ ପୁନଃସଂଯୋଗ  ଏକ ଦୁର୍ଲଭ ଓ ଜୀବନରକ୍ଷାକାରୀ ସର୍ଜରୀ ସମ୍ପନ୍ନ l

Proprietor Abhimanyu Maharana by Proprietor Abhimanyu Maharana
February 5, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଉତ୍କଳ ହସ୍ପିଟାଲରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମଧ୍ୟ ଫୋରଆର୍ମ ସ୍ତରରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ହାତର ସଫଳ ପୁନଃସଂଯୋଗ  ଏକ ଦୁର୍ଲଭ ଓ ଜୀବନରକ୍ଷାକାରୀ ସର୍ଜରୀ ସମ୍ପନ୍ନ l
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱରର ଜଣେ ୨୫ ବର୍ଷୀୟ ଯୁବକଙ୍କର ଗତ ୨୫ ଜାନୁଆରୀ, ଦିନ ୧୨ଟା ସମୟରେ ଘଟିଥିବା ଏକ ଭୟାବହ ଦୁର୍ଘଟଣାରେ ତାଙ୍କ ଡାହାଣ ହାତର ମଧ୍ୟ ଫୋରଆର୍ମ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ତୁରନ୍ତ ତାଙ୍କୁ ସହରର ଏକ ପ୍ରତିଷ୍ଠିତ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା ।

ପରେ ତାଙ୍କୁ ଉତ୍କଳ ହସ୍ପିଟାଲକୁ ରେଫର୍ କରାଯାଇଥିଲା । ୨୫ ଜାନୁଆରୀ ୨୦୨୬ ର ଦିନ ୧:୦୦ଟା ସମୟରେ ରୋଗୀଙ୍କୁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାକୁ ଅନୁଭବ କରି, ଉତ୍କଳ ହସ୍ପିଟାଲର ପ୍ଲାଷ୍ଟିକ ଏବଂ କସ୍ମେଟିକ ବରିଷ୍ଠ ସର୍ଜନ ଡାକ୍ତର ଜି. ଅରବିନ୍ଦ ମହାପାତ୍ର ତାଙ୍କ ଦକ୍ଷ ସର୍ଜିକାଲ ଟିମ୍ ସହ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲର ଆତ୍ୟlଆଧୁନିକ ବିଶ୍ୱସ୍ତରୀୟ ଅପରେସନ ଥିଏଟରକୁ ନେଇଯାଇଥିଲେ ।

ଏହି ଜଟିଳ ପୁନଃସଂଯୋଜନ ସର୍ଜରୀ ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା ଏବଂ ସଠିକତା ଏବଂ ସତର୍କତା ସହ ସର୍ଜରୀ ସମ୍ପନ୍ନ ହୋଇଥିଲା । ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି, ସେ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ଶୀଘ୍ର ଡିସ୍ଚାର୍ଜ ହେବେ ବୋଲି ଆଶା କରାଯାଉଛି ।

ଏହି ଗୁରୁତ୍ୱପୂର୍ଣ୍ଣ ପୁନର୍ନିର୍ମାଣ ଓ କସ୍ମେଟିକ ସର୍ଜରୀକୁ ଏକ ସମର୍ପିତ ବହୁବିଧ ବିଶେଷଜ୍ଞ ଟିମ୍ ସଫଳତାର ସହିତ ସମର୍ଥନ ଯୋଗାଇଥିଲେ, ସେମାନେ ହେଲେ :

ଡାକ୍ତର ଜି. ଅରବିନ୍ଦ ମହାପାତ୍ର
ବରିଷ୍ଠ ପରାମର୍ଶଦାତା, ପ୍ଲାଷ୍ଟିକ ଏବଂ କସ୍ମେଟିକ ସର୍ଜନ

ଡାକ୍ତର ଗୟାଧର ବେହେରା
ବରିଷ୍ଠ ପରାମର୍ଶଦାତା, ଅର୍ଥୋପେଡିକ୍ସ ଏବଂ ଏଣ୍ଡୋସ୍ପାଇନ୍ ସର୍ଜନ

ଡାକ୍ତର ହର୍ଷିତ ଦାରା
ଅନେସ୍ଥେସିଓଲୋଜିଷ୍ଟ

ଶ୍ରୀ ସୁବାଶ ଚ. ସାହୁ
ବରିଷ୍ଠ ପ୍ଲାଷ୍ଟିକ ସର୍ଜରୀ ଟେକ୍ନିସିଆନ୍

ଶ୍ରୀ ସମୀର ଜେନା
ଅର୍ଥୋପେଡିକ୍ସ ଟେକ୍ନିସିଆନ୍

ସର୍ଜରୀ ପରବର୍ତ୍ତୀ ସେବାକୁ ଆହୁରି ସୁଦୃଢ଼ କରିଥିଲେ—

ଡା ଜ୍ୟୋତିସ୍ମୟ ମହାପାତ୍ର, ଅପରେସନ୍ ହେଡ୍

ଶ୍ରୀମତୀ ମୋନାଲିସା ପାଣ୍ଡା, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ

ଏହି ଅଭୂତପୂର୍ବ ସଫଳତା ପାଇଁ ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ କୁମାର ସାମଲ (ଯୁକ୍ତରାଷ୍ଟ୍ର ଆମେରିକା), ମ୍ୟାନେଜିଂ ଡାଇରେକ୍ଟର, ଡ଼ ପ୍ରଜ୍ଞାନ ରଞ୍ଜନ ଘଡେଇ, ଫାଉଣ୍ଡିଂ ମେମ୍ବର ଡାଇରେକ୍ଟର ଡାକ୍ତର କଲ୍ୟାଣ ରଥ (ଯୁକ୍ତରାଷ୍ଟ୍ର ଆମେରିକା), ଡାକ୍ତର ଅରୁଣ ମହାନ୍ତି (ଯୁକ୍ତରାଷ୍ଟ୍ର ଆମେରିକା), ସିଇଓ, ଶ୍ରୀ ବି.କେ. ସୁବୋଧ ସିଂହ, ମେଡିକାଲ ଡାଇରେକ୍ଟର, ଡାକ୍ତର ରଞ୍ଜନ କୁମାର ମହାପାତ୍ର, ସିଏଫଓ, ଶ୍ରୀ ଅରୁଣ ଖିଲାର, ସିଓଓ, ଶ୍ରୀ ସୁରେଶ ନାରାୟଣ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ,

ଡାକ୍ତର ରଶ୍ମି ରଞ୍ଜନ ଗୁରୁ ସହ ହସ୍ପିଟାଲର ଉଚ୍ଚପରିଚାଳନା ସଦସ୍ୟମାନେ ଡାକ୍ତର ଜି. ଅରବିନ୍ଦ ମହାପାତ୍ର, ଡାକ୍ତର ଗୟାଧର ବେହେରା ଏବଂ ତାଙ୍କ ଟିମ୍‌କୁ ତାଙ୍କର ନିଷ୍ଠା, ଦକ୍ଷତା ଓ ଜୀବନ ରକ୍ଷା ପ୍ରତି ପ୍ରତିବଦ୍ଧତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳ ହାତ ପୁନଃସଂଯୋଜନ ଉତ୍କଳ ହସ୍ପିଟାଲର ଉନ୍ନତ ସର୍ଜିକାଲ କ୍ଷମତା ଏବଂ ଓଡ଼ିଶାରେ ବିଶ୍ୱସ୍ତରୀୟ ଚିକିତ୍ସା ସେବା ପ୍ରଦାନ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

VAML, Sijimali Bauxite Mines Organises Cancer Screening Camp, Benefits 350 Community Members Across Kalahandi and Rayagada

November 21, 2026

ନଭେମ୍ବର ୨୨ରେ ଜୀ ସାର୍ଥକରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

ନଭେମ୍ବର ୨୨ରେ ଜୀ ସାର୍ଥକରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

November 20, 2026
ମମତା ଚାରିଟେବୁଲ ଟ୍ରଷ୍ଟ ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

ମମତା ଚାରିଟେବୁଲ ଟ୍ରଷ୍ଟ ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

November 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

VAML, Sijimali Bauxite Mines Organises Cancer Screening Camp, Benefits 350 Community Members Across Kalahandi and Rayagada

November 21, 2026
ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

November 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version