ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପବିତ୍ର ପୋଙ୍ଗଲ ଓ ମକର ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ବାଲୁକା କଳାକାର ମାନସ ସାହୁ ପୁରୀ ଜଗନ୍ନାଥ ଧାମର ପବିତ୍ର ପରିବେଶରେ ଏକ ରଙ୍ଗିନ ଓ ଆକର୍ଷଣୀୟ ସ୍ଯାଣ୍ଡ ଆନିମେସନ ସୃଷ୍ଟି କରିଛନ୍ତି। ଭକ୍ତି ଓ କଳାତ୍ମକ ସୌନ୍ଦର୍ୟର ସହିତ ତିଆରି ହୋଇଥିବା ଏହି ବିଶେଷ ଆନିମେସନ ଫସଲ ଉତ୍ସବ,















