• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଧକ୍ଷାଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଧ୍ୟାପିକା

Proprietor Abhimanyu Maharana by Proprietor Abhimanyu Maharana
January 9, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଅଧକ୍ଷାଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଧ୍ୟାପିକା
Share on FacebookShare on TwitterWhatsapp

ରାଜସୁନାଖଳା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜସୁନାଖଳା ମହାବିଦ୍ୟାଳୟ ନୟାଗଡ଼ ଜିଲ୍ଲାର ଦ୍ୱିତୀୟ ସର୍ବବୃହତ ମହାବିଦ୍ୟାଳୟ ! ଏଠାରେ ପ୍ରାୟ 30 ରୁ ୪0 ଗୋଟି ଗ୍ରାମର ପ୍ରାୟ ୧୮୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବାକୁ ଆସିଥାନ୍ତି ! , ୧୯୭୮ମସିହା ଫେବୃଆରୀ 0୨ ତାରିଖରେ ଗଢ଼ି ଉଠିଥିବା କଲେଜ ଯାହା ଆସନ୍ତା ବର୍ଷ (୨୦୨୮) 50 ବର୍ଷରେ ପଦାର୍ପଣ କରିବ କିନ୍ତୁ ବର୍ତ୍ତମାନର ବିବାଦୀୟ ଅଧକ୍ଷା ସଂଯୁକ୍ତା ମିଶ୍ରଙ୍କ ବିରୁଦ୍ଧରେ ବାରମ୍ବାର ବିବାଦ ଲାଗିରହିଛି !

ତା 29.11.2025 ରେ ଅଧକ୍ଷାଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସେହି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ପଲ୍ଲବିତା ସାହୁ l FM କଲେଜ ବାଲେcଶ୍ୱରର ସୌମ୍ୟାଶ୍ରୀଙ୍କର ଆତ୍ମହତ୍ୟା ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଇଣ୍ଟରନାଲ କମିଟି ଅଣ୍ଡର (IC) ନାରୀ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସେକ୍ସଆଲ ମହିଳା ଆକ୍ଟ ଗଢ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ନମ୍ବର.37032,ତା 14.07.2025,

ରେ ଓଡିଶା ହାଇଏର ଏଜୁକେଶନଙ୍କ ନିର୍ଦେଶ ଅନୁସାରେ ରାଜସୁନାଖଳା ମହାବିଦ୍ୟାଳୟରେ ତା 15.07.2025 ରେ ଆଇ ସିସି (ICC) କମିଟି ଗଢ଼ି ଉଠିଥିଲା ଯାହା 3 ବର୍ଷ ପାଇଁ ବୈଧ ଥିଲା କିନ୍ତୁ ରାଜସୁନାଖଳା ମହାବିଦ୍ୟାଳୟର ଅଧକ୍ଷା ସଂଯୁକ୍ତା ମିଶ୍ରଙ୍କ ବିରୁଦ୍ଧରେ,ଓଡ଼ିଆ ଅଧ୍ଯପିକାଙ୍କ ICC ରେ ଅଭିଯୋଗ ପରେ ମହାବିଦ୍ୟାଳୟର ICC ମେମ୍ବରମାନଙ୍କ ଦ୍ୱାରା ସଂଯୁକ୍ତା ମିଶ୍ରଙ୍କୁ ବାରମ୍ବାର ପଚାରାଯିବା ପରେ ଅଧକ୍ଷା ପ୍ରଥମେ କହିଥିଲେ ମୁ ଲିଖିତ ଭାବେ ଆପଣ ମାନଙ୍କୁ ସବୁ ଜଣାଇବି କିନ୍ତୁ ତା ପରଦିନ ବାରମ୍ବାର ମତ ପରିବର୍ତ୍ତନ କରି ଏବଂ କହିଥିଲେ ଯେ ମୁ କିଛି ଦେବୀନାହିଁ ଆପଣମାନେ ଯାହା କରିବା କଥା କରନ୍ତୁ ! 

ଏହାପରେ ରାଜସୁନାଖଳା ମହାବିଦ୍ୟାଳୟ ICC ମେମ୍ବରମାନେ ଇଚ୍ଛା ନିୟମ ଅନୁସାରେ ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉପରସ୍ତ ଅଧିକାରୀ ବା ଏଲସିସି କଲେକ୍ଟର ନୟାଗଡ, ଜିଲ୍ଲା ଆରକ୍ଷୀ ଆରକ୍ଷୀ ଅଧିକାରୀ, ନୟାଗଡ ଉପଜିଲ୍ଲାପାଳ, ଶିକ୍ଷା ବିଭାଗର ଡ଼ାଇରେକ୍ଟର, ରାଜସୁନାଖଳା ଫାଣ୍ଡି ଅଧିକାରୀ ଏବଂ ଜିବି ସଭାପତିଙ୍କୁ ଜଣାଇଥିଲେ ମଧ୍ୟ ଏହା ବିଚାରଧୀନ ଅବସ୍ଥାରେ ଅଛି । କିନ୍ତୁ ସଂଯୁକ୍ତା ମିଶ୍ର ନିଜେ ଚଞ୍ଚକତା କରି ରାଜସୁନାଖଳା କଲେଜରେ ଗଠିତ ହୋଇଥିବା ICC କମିଟିକୁ ସରକାରଙ୍କ କୌଣସି ଚିଠି ନଥାଇ ବେନିୟମ ଭାବେ ICC କମିଟିକୁ ଭାଙ୍ଗିଦେଇ ଏକ ନୂତନ ICC କମିଟି ତା 31.12.2025, letter No. 1037 ରେ ଗଠନ କରିଛନ୍ତି !

ଯାହାକି ସମ୍ପୁର୍ଣ୍ଣ ରୂପେ ଅବୈଧ l ଏହାର କିଛିମାସ ପୂର୍ବରୁ ଅଧକ୍ଷାଙ୍କ ବିରୁଦ୍ଧରେ ସ୍ଥାନୀୟ ଅଭିଭାବକମାନେ କଲେଜର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଯୋଗୁଁ ତଥା କଲେଜର ବିଜ୍ଞାନ ବିଭାଗର କୌଣସି କ୍ଲାସ ହେଉନାହିଁ !, ସଂଯୁକ୍ତା ମିଶ୍ର ନିଜେ ପଦାର୍ଥ ବିଜ୍ଞାନର ଅଧ୍ୟ|ପିକା ହୋଇଥିଲେ ମଧ୍ୟ ଅଧ୍ୟକ୍ଷା ଆସନରେ ବସି ନିଜ ବିଳାସ ବେସନ ଓ ସ୍ବେଚ୍ଛାଚାରିତା ଶାସନ ଚଳାଇ ଆସୁଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ୱେ ସେ କର୍ଣ୍ଣପାତ କରୁନାହାନ୍ତି l ଏନେଇ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ, ଶିକ୍ଷା ବିଭାଗର ନିର୍ଦେଶକ, ରାଜ୍ୟ ଶିକ୍ଷା ବିଭାଗର କମିଶନର ତଥା ସେକ୍ରେଟାରୀ,

ଆର ଡିଇ ଭୁବନେଶ୍ୱର ଏବଂ ସ୍ଥାନୀୟ ବିଧାୟିକା ତଥା ଓଡ଼ିଶାର ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ  l ଏଥିପ୍ରତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ,ଓ ନୟାଗଡ ଜିଲ୍ଲାପାଳ ଶୀଘ୍ର ଦୃଷ୍ଟି ଦେଇ ମହାବିଦ୍ୟାଳୟକୁ ମନମୁଖୀ ଶାସନ କରୁଥିବା ଓ ନିର୍ଯ୍ୟାତନା ଦେଉଥିବା ଅଧକ୍ଷାଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରି ଏହି ମହାବିଦ୍ୟାଳୟରୁ ବଦଳି କରିବା ପାଇଁ ଦାବୀ କରିଅଛନ୍ତି ନଚେତ ମହାବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଚେତାବନୀ ଦେଇଅଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version