ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ପ୍ରଶାସନ ଅତି ଦୟନୀୟ ଅବସ୍ଥାରେ ୬ ଜଣ ଶିଶୁ ରହୁଥିବା ଖବରପାଇ ସେମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଦାୟିତ୍ୱରେ ଥିବା ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆର୍ ଉଦୟଗିରି ବ୍ଲକ ମହେନ୍ଦ୍ରଗିରି ଶକ୍ତି ସଦନର କର୍ମଚାରୀ ଶିଶୁଙ୍କୁ ଠାବ କରିଥିଲେ । ପରବର୍ତ୍ତୀ ସମଯରେ ଚାଇଲ୍ସ ହେଲ୍ପଲାଇନର ୨ ଜଣ କର୍ମଚାରୀ ଓ ୱାନଷ୍ଟପ୍ ସେଣ୍ଟରର ଜଣେ କର୍ମୀ ସେମାନଙ୍କ ନିକଟରେ ପହଞ୍ଚିଥିଲେ l















