No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର )ରାମଚଣ୍ଡୀ :- ଉକ୍ତ ବୟସ୍କ ବ୍ୟକ୍ତି କନ୍ନଡ ଭାଷାରେ କଥା ହୁଅଥିବାରୁ ତାଙ୍କର ନିର୍ଦ୍ଦିଷ୍ଟ ପରିଚୟ ତତ୍କ୍ଷଣାତ୍ ମିଳି ପାରିନଥିଲା । ଏହାସମ୍ବନ୍ଧରେ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡା ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କୁ ଜଣାଇଥିଲେ, ତତକ୍ଷଣାତ ଏସ୍ପି ପୁରୀ ଏକ ଟ୍ରାନ୍ସଲେଟର୍ଙ୍କୁ ଯୋଗାଯୋଗ କରାଇ ସମସ୍ତ ତଥ୍ୟ ଜଣେଇବାକୁ ନିର୍ଦେଶ ଦେଇଥିଲେ ଏହି ପରିପେକ୍ଷୀରେ ରାମଚଣ୍ଡୀ ଥାନାରେ ଏକ ଜି ଡି ରେ ଲେଖାଯାଇ ସଠିକ ପରିଚୟ ଯାଞ୍ଚ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପରେ ତାଙ୍କ ନାମ ଲେଡକେରିଆ, ପିତା– ଆପେଲ ଲେଡକେରିଆ, ଗ୍ରାମ ଏମ ଜି. ରେଲୱେ କଲୋନୀ, ଥାନା ମାଜେଷ୍ଟିକ, ଜିଲ୍ଲା ବାଙ୍ଗାଲୁର, କର୍ଣ୍ଣାଟକ ବୋଲି ଜଣାପଡ଼ିଲା । ତାଙ୍କୁ ରାତ୍ରିଯାପନର ଵେବସ୍ତା କରି ତାଙ୍କୁ ସେଲଟରରେ ଛଡ଼ାଯାଇଥିଲା ।
ପରବର୍ତ୍ତୀ ଯାଞ୍ଚରେ ଜଣାପଡ଼ିଲା ଯେ ଉକ୍ତ ବ୍ୟକ୍ତିଙ୍କର ସଠିକ ନାମ ନାଡିକେରାୟା, ଯାହା ଗତ 5 ଦିନ ପୂର୍ବେ ପୁରୀ ଶ୍ରୀମନ୍ଦିର ଦର୍ଶନ ପରେ ତାଙ୍କ ସହଯାତ୍ରୀ 70 ଜଣ ଟୁରିଷ୍ଟ ଗ୍ରୁପ ରୁ ଅଲଗା ହୋଇ ରହିଯାଇଥିଲେ । ସହଯାତ୍ରୀ 69 ଜଣ ପୁରୀ ଛାଡ଼ି ଯାଇଥିଲେ, କିନ୍ତୁ କୌଣସି ଥାନାରେ ମିସିଂ ରିପୋର୍ଟ ଦାଖଲ ହୋଇନଥିଲା । ଏହା ସହ ତାଙ୍କ ପରିବାରକୁ ସୂଚିତ କରାଯାଇଥିଲା । ସୂଚନା ପାଇ ତାଙ୍କ ପୁଅ ବେଙ୍ଗାଲୁରୁରୁ ବିମାନ ଯୋଗେ ପୁରୀକୁ ତୁରନ୍ତ ପହଞ୍ଚିଥିଲେ ଏବଂ ଯାଞ୍ଚ ପରେ ଉକ୍ତ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କୁ ପୁଅଙ୍କୁ ସଙ୍ଗେ ଛଡ଼ାଯାଇଛି । ପୁରୀ ପୋଲିସ୍ ଚାହୁଁଛି ଯେ ସମସ୍ତ ଭ୍ରମଣକାରୀଙ୍କ ସୁରକ୍ଷା, ସହଯୋଗ ଓ ସମୟୋଚିତ ସହାୟତା ପାଇଁ ପ୍ରତିବଦ୍ଧ ରହିବ ଯଦି ଅପଣଂକ ଆଖ ପାଖରେ କୌଣସି ସଂନ୍ଦେହେବେକ୍ତି ଦେଖନ୍ତି ତେବେ ତୁରନ୍ତ ୧୧୨ କୁ ଯୋଗାଯୋଗ କରନ୍ତୁ ।

No Result
View All Result