No Result
View All Result
ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚିକିଟି ଆଞ୍ଚଳିକ ଓ ବଡଖେମୁଣ୍ଡି ଆଞ୍ଚଳିକ ପରିଷଦ ର ପ୍ରାୟ ଦଶ ଗୋଟି ଗ୍ରାମ୍ୟ ପରିଷଦ ର ପ୍ରାୟ 150 ଜଣ ବୃଦ୍ଧ ବୃଦ୍ଧା, ଦିବାଙ୍ଗ ଓ ଅସହାୟ ଜାତି ର ମା, ବାପା, ମାନଙ୍କୁ । କେନ୍ଦ୍ରୀୟ ପରିଷଦ ର କର୍ମ କର୍ତ୍ତା ଙ୍କ ଦ୍ୱାରା ଚିକିଟି ସମାଜ କୈଠଘରରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସୀ ସାହୁ,

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ଉପ ସଭାପତି ଶ୍ରୀ ଅଭିମନ୍ୟୁ ସାହୁ, ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ନିରଞ୍ଜନ ସାହୁ, ବିନୋଦ ସାହୁ, କ୍ରିଷ୍ଣା ସାହୁ ଓ ଆଞ୍ଚଳିକ ପରିଷଦ, ଗ୍ରାମ୍ୟ ପରିଷଦ ର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । ସତ୍ୟ ବାଦୀ ଜେନେରାଲ ଷ୍ଟୋର ମୋହନା ଓ ଧର୍ମା ସାହୁ ଚିକିଟି ଙ୍କ ସହ ଭାଗିତା ରେ ଶୀତ ବସ୍ତ୍ର ବଣ୍ଟନ କରାଗଲା ।

No Result
View All Result