• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

Proprietor Abhimanyu Maharana by Proprietor Abhimanyu Maharana
November 16, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
AJSA India Wins the Prestigious Global “Locally Led Adaptation Award” at COP 30, Belém, Brazil
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀୟା ଜାଞ୍ଜାଲୁଲା ଦା ସିଲ୍‌ଭା, ଜର୍ଡାନର ରାଜକୁମାରୀ ଦାନା ଫିରାସ, ଗ୍ଲୋବାଲ ସେଣ୍ଟର ଅନ୍‌ ଆଡାପ୍ଟେସନ (ଜି.ସି.ଏ)ର ଅଧ୍ୟକ୍ଷ ଓ ସିଇଓ ପ୍ରଫେସର ପ୍ୟାଟ୍ରିକ୍‌ ଭି ଭର୍କୋଇଯେନ୍‌ ଏବଂ ନରେୱେ, ଇଉନାଇଟେଡ କିଙ୍ଗଡମ୍‌ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ମିଳିତ ହିସାବରେ ଏ.ଜେ.ଏସ.ଏ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଶ୍ରୀ ମନୋରଞ୍ଜନ ବେହେରାଙ୍କୁ ମହିଳାଙ୍କ ଜୀବିକା ଅଭିବୃଦ୍ଧିରେ ଉନ୍ନତିମୂଳମ କାର୍ଯ୍ୟକ୍ରମ ଶ୍ରେଣୀରେ ‘ଲୋକାଲିଲେଡ୍‌ ଆଡାପ୍ଟେସନ ଚାମ୍ପିଅନ୍‌ (ଏଲଏଲଏ)’ ପୁରସ୍କାର ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ ।ଏହି ବିଶେଷ ସମାରୋହ କପ୍‌ ୩୦ର ରେଜିଲିଏନ୍ସ ହବ୍‌ରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ବିଶ୍ୱର ପାଖାପାଖି ଦୁଇଶହ ଦେଶରୁ ପଚାଶ ହଜାର ଲୋକ ଯୋଗଦାନ କରିଛନ୍ତି । ଚଳିତ ବର୍ଷର ଏଲ୍‌.ଏଲ୍‌.ଏ ପୁରସ୍କାର ପ୍ରତିଯୋଗୀତାରେ ୮୬ଟି ଦେଶରୁ ୪୮୯ଟି ସାମାଜିକ ସଂଗଠନ ଏବଂ ଯୁକ୍ତରାଷ୍ଟ୍ର ସଂଗଠନ ଇଦ୍ୟାଦି ଭାଗ ନେଇଥିଲେ । ତନ୍ମଧ୍ୟରୁ ଚାରୋଟି କ୍ଷେତ୍ରରେ ୨୦ଟି ପ୍ରଭାବଶାଳୀ ପ୍ରକଳ୍ପକୁ ଅନ୍ତିମ ସୋପାନରେ ମନୋନୀତ କରାଯାଇଥିଲା । ଏହିମଧ୍ୟରୁ ଏ.ଜେ.ଏସ୍‌.ଏ ଇଣ୍ଡିଆକୁ ମହିଳା ଜୀବିକା ଶ୍ରେଣୀର ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ବିଶ୍ୱଜୟୀ ଭାବେ ବିବେଚିତ କରାଯାଇଥିଲା ।

ବିଚାରକ ମଣ୍ଡଳୀରେ ବିଶ୍ୱସ୍ତରୀୟ ସମ୍ମାନିତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ସଂଯୁକ୍ତ ରାଷ୍ଟ୍ରଙ୍କ ୮ତମ ସେକ୍ରେଟାରୀ ଜେନେରାଲ ଲାନˆି-ମୁନ୍‌, ବ୍ରାଜିଲ ପ୍ରଥମ ମହିଳା ଜାଞ୍ଜାଲୁଲା ଦା ସିଲ୍‌ଭା; ୟୁନାଇଟେଡ କିଙ୍ଗଡମ୍‌ର ଆନ୍ତର୍ଜାତୀୟ ଉନ୍ନୟନ ମନ୍ତ୍ରୀ ଡାର୍ଲିଙ୍ଗ ଟନ୍ରବାରୋ ସ୍ଟାପମାନ୍‌; ନରୱେର ଆନ୍ତର୍ଜାତିକ ଉନ୍ନୟନ ମନ୍ତ୍ରୀ ଆସମଣ୍ଡ୍‌ ଗ୍ରୋଭର ଆକ୍ରଷ୍ଟ, ଆଫ୍ରିକୀୟ ସଂଘ ଡେଭଲପେଣ୍ଟ ଏଜେନ୍ସିର ସିଇଓ ନାର୍ଡୋଗ୍ଧ-ବେକେଲ-ଥୋମାସ; ଏବଂ ଗ୍ଲୋବାଲ ସେଣ୍ଟର ଅନ୍‌ ଆଡାପ୍‌ଟେସନ (ଜିସିଏ)ର ଅଧ୍ୟକ୍ଷ ଓ ସିଇଓ ପ୍ରଫେସର ପ୍ୟାଟ୍ରିକ ଭି ଭର୍କୋଇଯେନ୍‌ ଏହି ପ୍ରକ୍ରିୟାରେ ଭାଗ ନେଇଥିଲେ ।

ସୂଚନାଯୋଗ୍ୟ ଯେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମରୁଡିପ୍ରବଣ ଗ୍ରାମଗୁଡିକରେ ୫୫୦୦ରୁ ଅଧିକ ଆଦିବାସୀ ମହିଳାଙ୍କ ସହ ଏ.ଜେ.ଏସ୍‌.ଏ ଜଳବାୟୁ-ଅନୁକୂଳ କୃଷି, ସ୍ଥାୟୀ ଜୀବିକା, ଏବଂ ଜୈବ ବିବିଧତାର ଅଭିବୃଦ୍ଧି ଦିଗରେ ବିଗତ ବହୁ ବର୍ଷ ଧରି କାମ କରିଆସୁଅଛି, ଯାହାଦ୍ୱାରା ସେଠିକାର ମହିଳାମାନେ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତତ୍‌ସହିତ ସେହି ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ମଧ୍ୟ ନେଉଛନ୍ତି । ଏହି ସମ୍ମାନ କେବଳ ଏ.ଜେ.ଏସ୍‌.ଏର ସମ୍ମାନ ନୁହେଁ, ଏହି ସମ୍ମାନ କଳାହାଣ୍ଡିର ସୁବୁଠୁ ଜଳବାୟୁ-ସମ୍ବେଦନଶୀଳ ଗ୍ରାମମାନଙ୍କର ମହିଳାଙ୍କ ଉଦ୍ୟମ, ସାହସିକତା ଓ କଠିନ ପରିଶ୍ରମର ଏକ ପ୍ରତିଫଳନ ବୋଲି କହିଛନ୍ତି ଏ.ଜେ.ଏସ୍‌.ଏ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଶ୍ରୀ ମନୋରଞ୍ଜନ ବେହେରା ।

ସ୍ଥାନୀୟ ସମୁଦାୟମାନଙ୍କ ତୃଣମୂଳସ୍ତରୀୟ ପ୍ରଚେଷ୍ଟା ଏବଂ ସ୍ୱରକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ ଗ୍ଲୋବାଲ ସେଣ୍ଟର ଅନ୍‌ ଆଡାପ୍‌ଟେସନ ଏବଂ ନିର୍ବାଚକମଣ୍ଡଳୀଙ୍କୁ ଆମେ କୃତଜ୍ଞତା ଜ୍ଞାପନ କରୁଛୁ । ତତ୍‌ସହିତ ଓଡ଼ିଶା ସରକାର, କଳାହାଣ୍ଡି ଜିଲ୍ଲାବାସୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଆମ ସହ କାର୍ଯ୍ୟରତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଉଛୁ, ଯାହାଙ୍କ ସହଯୋଗୀତାରେ ଆମର ସ୍ୱର ବିଶ୍ୱ ଦରବାରରେ ପହଞ୍ଚିପାରିଛି ବୋଲି ସେ ଦର୍ଶାଇଛନ୍ତି । ଏହି ଖବର ଶୁଣି ବିଭିନ୍ନ ମହଲରେ ଆନନ୍ଦର ଲହରି ଖେଳିଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

October 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version