ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ଅନ୍ତର୍ଗତ ଲାତୁରଗଡ ଗ୍ରାମର ଦୁଲୁଦୂଲୁ ବନ୍ଧ ଭାଙ୍ଗି ଧାନ ଓ ବିଭିନ୍ନ ଫସଲ ସମ୍ପୂର୍ଣ ଭାବେ କ୍ଷତି ହୋଇଥିବା ଖବର ପାଇ ସେ ସ୍ଥାନକୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପହଞ୍ଚି କ୍ଷତି ହେଉଥିବା ଜମି ଗୁଡ଼ିକ ବୁଲି ଦେଖିଥିଲେ l
















