No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦବରୀ ଗ୍ରାମ ସ୍ଥିତ ଜୟ ମା ଦୁଆର୍ଶନୀ ୟୁଥ କ୍ଲବ ଗାଁ ର ନୂଆ ସ୍କୁଲ ର ସମସ୍ୟା କୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ଦ୍ୱାରସ୍ତ ହୋଇଥିଲା ବିଗତ 4 ଥର କଣ୍ଟାବାଞ୍ଜି ତହସିଲଦାର ଙ୍କୁ ସମସ୍ୟା ର ସମାଧାନ ପାଇଁ ଲେଖା ମାଧ୍ୟମ ରେ ଜଣେଇ ଥିଲେ କିନ୍ତୁ କିଛି ସଠିକ ବିବରଣୀ ଦେଇ ନା ଥିଲେ କଣ୍ଟାବାଞ୍ଜି ତହସିଲଦାର ।…. ଖାଲି ଏତିକି ଜାଣିବାକୁ ପାଉଥିଲେ କି ଦବରୀ ଗ୍ରାମ ର ସ୍କୁଲ ସମସ୍ୟା ର କାମ ଆମେ ଉପରି ସ୍ତର କୁ ପଠେଇଛୁ କହି ଖାଲି ଆଶ୍ୱାସନା ଦେଇ ଆସୁଥିଲେ ଦୀର୍ଘ 3 ବର୍ଷ ଧରି….
ଏଣୁ ଏହି ସମସ୍ୟା ର ଅନୁସନ୍ଧାନ ପାଇଁ ଜୟ ମାଁ ଦୁଆର୍ଶନୀ ୟୁଥ କ୍ଲବ ବାଧ୍ୟ ହୋଇ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ .. କିନ୍ତୁ ସମୟ ରେ ବିଳମ୍ବ ହେତୁ ଉପଜିଲ୍ଲାପାଳ ଜିଲ୍ଲାପାଳ ମହୋଦୟ ଙ୍କୁ ଜିଲ୍ଲା ପାଳ କାର୍ଯ୍ୟାଳୟ ପାଇଁ ନ ଥିଲେ . ପରେ ମା ଦୁଆର୍ଶନୀ ୟୁଥ କ୍ଲବ ର ସଭାପତି ରାଜୁ ଛାତ୍ରିଆ ଜିଲ୍ଲାପାଳ ମହୋଦୟ ଙ୍କୁ ୱାଟ୍ସଅପ ଜରିଆରେ ରେ ଗାଁ ସ୍କୁଲ ର ସମସ୍ୟା ର ଅଭିଯୋଗ ଲେଖା କୁ ପଠେଇ ଥିଲେ ଏବଂ ତା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମ୍ମୁଖ ରେ ରହି ଗ୍ରୁପ ଫୋଟୋ ପଠେଇଥିଲେ …
ୱାଟ୍ସଅପ ଦେଖି ଉପଜିଲ୍ଲାପାଳ ମହୋଦୟ କଣ୍ଟନବାଞ୍ଜି PWD IB ଅଫିସ ରେ ସନ୍ଧ୍ୟା 6 ସମୟ ରେ ସାକ୍ଷାତ କରିବାକୁ ଅନୁମତି ଦେଲେ ମାଁ ଦୁଆର୍ଶନୀ ୟୁଥ କ୍ଲବ କୁ ଅନୁମତି ପାଇ ମାଁ ଦୁଆର୍ଶନୀ ୟୁଥ କ୍ଲବ PWD IB ଅଫିସ କୁ ପହଂଚି ଥିଲେ ..ଦେଉଥିବା ସମୟ ଅନୁସାରେ ଜିଲ୍ଲାପାଳ ମହୋଦୟ କଣ୍ଟାବାଞ୍ଜି ତହସିଲଦାର ମହୋଦୟ ଙ୍କର ସାମ୍ନା ରେ ହିଁ ଉକ୍ତ ସମସ୍ୟା ର ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ତହସିଲଦାର ଙ୍କୁ କହିଲେ ..
ଉକ୍ତ ସମୟ ଜୟ ମାଁ ଦ୍ଵାର୍ଶନୀ ୟୁଥ କ୍ଲବ ର ସଭାପତି ରାଜୁ ଛତ୍ରିଆ କେସିଓର ରୋହିତ ନାଗ ଲାଇବ୍ରେରୀଅନ ଦୁଃଖନାଶନ ମଲ୍ଲିକ ଦାବରୀ ୟୁ ପି ସ୍କୁଲ ର ସଭାପତି ବିଷ୍ଣୁ ଗହୀର କଣ୍ଟାବାଞ୍ଜି ଷ୍ଟାମ୍ପ ଭେଣ୍ଡେର ଓଃ ୟୁଵା ସମାଜ ସେବି ଜିତୁ ସୁନା କଣ୍ଟାବାଞ୍ଜି କଉଁସୁଲର ମିଶ୍ର ସାର ଉପସ୍ଥିତ l

No Result
View All Result