• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେର ହୃଦୟରେ ଭାରତ ରହିଛି : ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

Proprietor Abhimanyu Maharana by Proprietor Abhimanyu Maharana
October 30, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
ଆମୱେର ହୃଦୟରେ ଭାରତ ରହିଛି : ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ
Share on FacebookShare on TwitterWhatsapp

ଆମୱେ ଇଣ୍ଡିଆର ଆଗାମୀ ୩-୫ ବର୍ଷ ମଧ୍ୟରେ ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ପୁଞ୍ଜିନିବେଶ ଘୋଷଣା

– ଏକ ଦଶନ୍ଧି ଧରି ସ୍ଥାନୀୟ ଉତ୍ପାଦନ ପାଳନ କରୁଛି, ବିକଶିତ ଭାରତ ୨୦୪୭ ସହିତ ମେଳ ଖାଉଥିବା ଆମୱେ ଇଣ୍ଡିଆର ପରବର୍ତ୍ତୀ ନବସୃଜନ ଏବଂ ସମାବେଶୀ ପ୍ରଗତିର ଅଧ୍ୟାୟର ଶୁଭାରମ୍ଭ କରୁଛି

– ଏହି ପୁଞ୍ଜିନିବେଶ ଆମୱେ ବିଜିନେସ୍‌ ମାଲିକ/ବିତରକଙ୍କ ସାମର୍ଥ୍ୟ ସୁଦୃଢ କରିବା, ଗ୍ରାହକ ଅନୁଭୂତି ଉଚ୍ଚତର ସୋପାନକୁ ନେବା ଏବଂ ସମଗ୍ର ଭାରତରେ କମ୍ପାନୀର ଶାରୀରିକ ଉପସ୍ଥିତି ସମ୍ପ୍ରସାରଣ କରିବା ଲକ୍ଷ୍ୟ ରଖିଛି

ନୂଆଦିଲ୍ଲୀ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଆମୱେ ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ ଦେଶରେ କମ୍ପାନୀର ଉତ୍ପାଦନକୁ ୧୦ ବର୍ଷ ପାଳନ ନିମନ୍ତେ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ- ଏହି ମାଇଲଖୁଣ୍ଟ ଆମୱେର ବୈଶ୍ୱିକ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଆମୱେ ପାଇଁ ଆମେରିକା ଓ ଚୀନ ସମେତ ମାତ୍ର ତିନିଟି ବୈଶ୍ୱିକ ଉତ୍ପାଦନକାରୀ ସ୍ଥଳ ମଧ୍ୟରୁ ଅନ୍ୟତମ ଭାବରେ ଭାରତର ରଣକୋ ଶଳାତ୍ମକ ଗୁରୁତ୍ୱରେ ଏକ ମାଇଲଖୁଣ୍ଟ ହୋଇଛି ।

ଏହି ମଜଭୁତ ମୂଳଦୁଆ ଉପରେ କମ୍ପାନୀ ଆମୱେ ବ୍ୟବସାୟ ମାଲିକ/ବିତରକଙ୍କ ସାମର୍ଥ୍ୟରେ ବୃଦ୍ଧି ଘଟାଇବା, ଏହାର ଶାରୀରିକ ଉପସ୍ଥିତିକୁ ସୁଦୃଢ ଓ ପରିବ୍ୟାପ୍ତ କରିବାଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସେପାନକୁ ନେବା ସକାଶେ ଆଗାମୀ ତିନିରୁ ପାଞ୍ଚବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ନିବେଶ ଯୋଜନା କରିଛି ।

ପ୍ରେସିଡେଣ୍ଟ ଏବଂ ସିଇଓ ଭୂମିକା ଗ୍ରହଣ କରିବା ପରେ ନେଲ୍‌ସନଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଛି ଏବଂ ଏହା ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ରଣକୋ÷ଶଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ସହିତ ଏହି ଅଞ୍ଚଳରେ କମ୍ପାନୀର ସମାବେଶୀ ଏବଂ ଦୀର୍ଘସ୍ଥାୟୀ ପ୍ରଗତି ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି ।

“ଭାରତ ଆମୱେର ବୈଶ୍ୱିକ ଦୃରଦୃଷ୍ଟିର ମୂଳ ସ୍ଥାନ ହୋଇ ରହିଆସିଛି”, ବୋଲି ଶ୍ରୀ ମାଇକେଲ ନେଲ୍‌ସନ, ପ୍ରେସିଡେଣ୍ଟ ଓ ସିଇଓ, ଆମୱେ କହିଥିଲେ । “ଭାରତ ତାହାର ଡିଜିଟାଲ ଉପାୟରେ ସଶକ୍ତ ଜନସଂଖ୍ୟା, ଏକ ଗତିଶୀଳ ଏବଂ ଯୁବ ଲୋକଶକ୍ତି ଏବଂ ଚଳଚଞ୍ଚଳ ସାମୟିକ ଉପାର୍ଜନ ଅର୍ଥନୀତି (ଗିଗ୍‌ ଇକୋନୋମି) ଦ୍ୱାରା ପରିଚାଳିତ ଶକ୍ତିର ଏକ ଗନ୍ତାଘର ଅଟେ ।

ଆମୱେ ପାଇଁ ଭାରତ ରୂପାନ୍ତରଣର ସନ୍ଧିକ୍ଷଣରେ ରହିଛି ଏବଂ ଏହି ପରିବର୍ତ୍ତନକୁ ଆଗେଇନେବା ସକାଶେ ଆମେ ଆମର ମୂଲ୍ୟବୋଧ ଓ ସଂସ୍କୃତିକୁ ସୁଦୃଢ କରି, ପରିବର୍ତ୍ତନଶୀଳ ଗ୍ରାହକ ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦରେ ନବସୃଜନକୁ ତ୍ୱରାନ୍ୱିତ କରି ଏବଂ ଶିକ୍ଷା ଓ ତାଲିମ ଜରିଆରେ ବିତରକ ସହଭାଗୀତାକୁ ଅଧିକ ନିବିଡ କରିବା ଭଳି ମୁଖ୍ୟ ଅଗ୍ରାଧିକାର ବିଷୟଗୁଡିକ ଉପରେ ଦୃଷ୍ଟିନିବଦ୍ଧ ଦ୍ୱାରା ଆମେ ନିରନ୍ତର ଉଲ୍ଲେଖନୀୟ ପୁଞ୍ଜିନିବେଶ କରୁଛୁ ।

ଏହାର ଦ୍ରୁତ ଅର୍ଥନୈତିକ ଉତ୍‌ଥାନ ଏବଂ ସାମଗ୍ରିକ କଲ୍ୟାଣ ଉପରେ ବର୍ଦ୍ଧିତ ଦୃଷ୍ଟିନିବଦ୍ଧ ସହିତ ଭାରତ ଆମର ବୈଶ୍ୱିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ମୁଖ୍ୟ ପରିଚାୟକ ହେବାକୁ ଯାଉଛି । ଏହି ଦେଶର ଉଜ୍ଜ୍ୱଳ ଭବିଷ୍ୟତ, ବିବିଧତା, ଶକ୍ତି ଏବଂ ଔଦ୍ୟୋଗିକ ମନୋଭାବ ଆମୱେର ଅର୍ଥନୈତିକ ସଶକ୍ତିକରଣ ଏବଂ କଲ୍ୟାଣ ଜରିଆରେ ଜନସାଧାରଣ ଉତ୍ତମ ଜୀବନ ଜୀଇଁବା ଉଦେ୍ଦଶ୍ୟ ସହିତ ସଠିକ ମେଳ ଖାଉଛି ।

ସ୍ଥାନୀୟ ଉତ୍ପାଦନର ଦଶବର୍ଷକୁ ଆମେ ପାଳନ କରୁଥିବାବେଳେ ଆମେ ଯାହା ନିର୍ମାଣ କରିଛୁ ତାହାକୁ ନେଇ ଗର୍ବିତ ଏବଂ ଆଗକୁ ରହିଥିବା ଅନନ୍ୟ ସୁଯୋଗଗୁଡିକୁ ନେଇ ଏହାଠାରୁ ଅଧିକ ଉତ୍ସାହିତ ଅଛୁ ।” ୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ କମ୍ପାନୀର ଶାରୀରିକ ଉପସ୍ଥିତିକୁ ସମ୍ପ୍ରସାରିତ କରି ଏବଂ ସମ୍ପ୍ରତି ରହିଥିବା ଷ୍ଟୋରଗୁଡିକୁ ପୁନଃ ଡିଜାଇନ ଲେଆଉଟ, ଉତ୍ସର୍ଗୀକୃତ ତାଲିମ ଜୋନ୍‌ ଏବଂ ପରିବର୍ଦ୍ଧିତ ସେବା ଅନୁଭୂତି ସହିତ ନିୟୋଜନତାର ଗତିଶୀଳ କେନ୍ଦ୍ରସ୍ଥଳରେ ରୂପାନ୍ତରିତ କରି ବିତରକ ଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସୋପନାକୁ ନେଇଯିବା ନିମନ୍ତେ ଉଦ୍ଦିଷ୍ଟ ।

ଏଥିସହିତ ଉତ୍ପାଦ ସମ୍ପର୍କିତ ଜ୍ଞାନ, ଗୁଣବତ୍ତା ନିଶ୍ଚିତ କରୁଥିବା ମାନକ ଏବଂ ଗ୍ରାହକ ନିୟୋଜନତା ତଥା ସମର୍ଥନକାରୀ ଔଦ୍ୟୋଗିକ ସଫଳତାକୁ ମଜଭୁତ କରିବାକୁ ସୁସଂହତ କାର୍ଯ୍ୟକ୍ରମଗୁଡିକ ଉପରେ ମଧ୍ୟ ଏହା ଦୃଷ୍ଟିନିବଦ୍ଧ କରିବ ।
ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତ ତାହାର ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଆମେ ଆମର ସ୍ଥାନୀୟ ଉପସ୍ଥିତିକୁ ସୁଦୃଢ କରି ଏବଂ ଜନସାଧାରଣ ତଥା ନବସୃଜନ ନିମନ୍ତେ ପୁଞ୍ଜିନିବେଶ ଦ୍ୱାରା ଆମର ଏହି ରୂପାନ୍ତରଣକାରୀ ଯାତ୍ରାରେ ଅବଦାନ ରଖିବା ନେଇ ଗର୍ବିତ ଅନୁଭବ କରୁଛୁ ।

ଆମର ମୂଲ୍ୟବୋଧ ଓ ପ୍ରତିଷ୍ଠାତାଙ୍କ ମୋ ଳିକ ବିଷୟଗୁଡିକର ମାର୍ଗଦର୍ଶନରେ ଭାରତ ପ୍ରତି ଆମର ପ୍ରତିବଦ୍ଧତା କେବଳ ବ୍ୟବସାୟର ଉଦ୍ଧ୍ୱର୍ରେ ରହିଛି ଏବଂ ତାହା ହେଉଛି ଔଦ୍ୟୋଗିକତାର ପୃଷ୍ଠପୋଷକତା କରିବା, ଗ୍ରାହକଙ୍କ ବିଶ୍ୱାସରେ ବୃଦ୍ଧି ଘଟାଇବା ତଥା ସାମଗ୍ରିକ କଲ୍ୟାଣକୁ ସମର୍ଥନ କରୁଥିବା ବିଜ୍ଞାନ ସମର୍ଥିତ ଉତ୍ପାଦ ନବସୃଜନକୁ ଆଗେଇନେବା । ଏହି ସମସ୍ତ ଉଦ୍ୟମ ଜରିଆରେ ଆମେ ରାଷ୍ଟ୍ରର ପ୍ରଗତି, ଆତ୍ମ ନିର୍ଭରଶୀଳତା ଏବଂ ଏକ ସୁସ୍ଥ, ଅଧିକ ସଶକ୍ତ ଭାରତ ଗଠନ ଲକ୍ଷ୍ୟ ସହିତ ଘନିଷ୍ଠ ଭାବରେ ମେଳ ଖାଇବା ଲକ୍ଷ୍ୟ ରଖିଛୁ ।”

ଭାରତରେ ୨୭ ବର୍ଷରୁ ଅଧିକ କାଳ ବ୍ୟବସାୟ ସହିତ ଏକ ଦଶନ୍ଧିର ଉତ୍ପାଦନ ଉକ୍ରର୍ଷକୁ ନେଇ ଆମୱେ ସ୍ଥାନୀୟ ଉତ୍ପାଦନ, ଆର ଆଣ୍ଡ ଡିକୁ ଆଗେଇନେବା ଏବଂ ଡିଜିଟାଲ ପ୍ରୟାସସମୂହରେ ଉଲ୍ଲେଖନୀୟ ପରିମାଣର ପୁଞ୍ଜିନିବେଶ କରିଛି, ଯେଉଁଥିରେ ଏକାଧିକ ସର୍ବାଧୁନିକ ଗବେଷଣା ଲାବ୍‌ ସ୍ଥାପନ ଅନ୍ତର୍ଭୁକ୍ତ ରହିଛି । ଏହା ଆମୱେ ଭାରତୀୟ ବଜାରରେ ନବସୃଜନ ଏବଂ ପ୍ରଗତି ପ୍ରତି ଦୀର୍ଘାବଧି ପ୍ରତିବଦ୍ଧତା ସମ୍ପର୍କରେ ଦର୍ଶାଉଛି । ଏହି ସମସ୍ତ ପ୍ରୟାସ ଓ ପୁଞ୍ଜିନିବେଶ ଜରିଆରେ କମ୍ପାନୀ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୫ ନିୟୁତ ପର୍ଯ୍ୟନ୍ତ ଜୀବନକୁ ଜନସମୁଦାୟ ନିର୍ବିଶେଷରେ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପ୍ରୟାସ ଜରିଆରେ ସଶସ୍ତ କରିବାକୁ ଲକ୍ଷ୍ୟ ରଖିଛି ।

ସ୍ଥାନୀୟ ଉତ୍ପାଦନର ଦଶବର୍ଷ ପାଳନ କରିବାକୁ ଯାଇ ଆମୱେର ତାମିଲନାଡୁସ୍ଥିତ ଅତ୍ୟାଧୁନିକ କାରଖାନା ଏହାର ‘ମେକ୍‌ ଇନ ଇଣ୍ଡିଆ’ ଦୂରଦୃଷ୍ଟି ସହିତ ମେଳ ଖାଉଥିବା ଏକ ନିଦର୍ଶନ ହୋଇଛି । ଏହି କାରଖାନା ସ୍ଥାନୀୟ ନିଯୁକ୍ତ ସୃଷ୍ଟି ଏବଂ ଦକ୍ଷତା ବିକାଶ କ୍ଷେତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଏହା ଆମୱେର ଭାରତରେ ଉତ୍ପାଦନ, ଭାରତ ଏବଂ ବିଶ୍ୱ ପାଇଁ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version