ମୁଖ୍ୟବକ୍ତା ଭାବେ ଶକ୍ତିପ୍ରସାଦ ମିଶ୍ର, ସମ୍ମାନିତ ଅତିଥିଭାବେ ନରସିଂହପୁର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ କୁଳମଣି ବାରିକ , କବି ରବିନାରାୟଣ ମଙ୍ଗରାଜ ଓ ଦେଓଝର ସାହିତ୍ୟ ସଂସଦର ସଂପାଦକ କବି ଦେବଦତ୍ତ ମଳୟ କୁମାର ବରାଳ ଉପସ୍ଥିତ ରହି ପ୍ରାଧ୍ୟାପକ ମହାପାତ୍ରଙ୍କୁ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

© 2023 Odisha Taza News.