No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର କ୍ଲଷ୍ଟର ଅନ୍ତର୍ଗତ ବରଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସ୍ୱର୍ଗତ ମୃତ୍ୟୁଞ୍ଜୟ ମନ୍ତ୍ରୀଙ୍କ ପରଲୋକରେ ତାଙ୍କ ପରିବାରବର୍ଗଙ୍କୁ କ୍ଲଷ୍ଟର ଶିକ୍ଷକ ସଂଘ ତରଫରୁ ୫ହଜାର ୫ଶହ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି ।
କ୍ଲଷ୍ଟରର ସାଧନା ସଂଯୋଜିକା ମୋନାଲିସା ପ୍ରିୟଦର୍ଶିନୀ ନନ୍ଦଙ୍କ ନେତୃତ୍ୱରେ ଶିକ୍ଷକ ବିଜୟ କୁମାର ବାରିକ, ମନୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result