• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମୟରେ ଚକ୍ରରେ ପୁଅବୋହୁ ଭୁଲିଗଲେ ବୃଦ୍ଧ ପିତାମାତାଙ୍କୁ ଶ୍ରୀରାମଚନ୍ଦ୍ରପୁରରେ ୫ ହଜାର ଦର୍ଶକ ଦେଖିଲେ ନାଟକ

Proprietor Abhimanyu Maharana by Proprietor Abhimanyu Maharana
October 17, 2025
in ଓଡ଼ିଶା, ପୁରୀ, ହୋମ୍
0
ସମୟରେ ଚକ୍ରରେ ପୁଅବୋହୁ ଭୁଲିଗଲେ ବୃଦ୍ଧ ପିତାମାତାଙ୍କୁ ଶ୍ରୀରାମଚନ୍ଦ୍ରପୁରରେ ୫ ହଜାର ଦର୍ଶକ ଦେଖିଲେ ନାଟକ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ସମୟର ଚକ ଅବିରତ ବୁଲୁଛି । ସମୟ ଅନୁସାରେ ମଣିଷ କେତେବେଳ କେଉଁ ପରିସ୍ଥିତି ଓ କେଉଁଠି ରହିବ ତାହା ବିଧି ନିର୍ଦ୍ଦିଷ୍ଟ । ସମୟ କହିବ କିଏ କାହାର ନାଟକରେ ଦୁଇ ସାଙ୍ଗଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି । କୃଷ୍ଣ ଓ ସୁଦାମ ଦୁଇବନ୍ଧୁ । କୃଷ୍ଣ ର ଦୁଇପୁତ୍ର ଓ ଗୋଟିଏ ଝିଅ । ସୁଦାମ ର ଗୋଟିଏ ପୁଅ ଓ ସ୍ତ୍ରୀ ପରଲୋକରେ । କୃଷ୍ଣ ର ଦୁଇପୁତ୍ର ଅୟସରେ ବଢିବା ସହ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବଢାଇ ପ୍ରଚୁର ଅର୍ଥ ଦେଇଛି । ଅନ୍ଯପକ୍ଷରେ ସୁଦାମ ର ପୁଅ ପାର୍ଥ ଭଲ ପଢିବା ସହ ଚରିତ୍ରବାନ ହୋଇଛି ।

କୃଷ୍ଣର ଦୁଇପୁତ୍ର ପବିତ୍ର ଓ ନିର୍ମଳ ବିବାହ ପରେ ସମ୍ପୂର୍ଣ୍ଣ ବଦଳି ଗଲେ । ବାପ ମାଆଙ୍କୁ ନପଚାରି ଅଲଗା ରହିଲେ । ଏହି ସମୟରେ କୃଷ୍ଣର ଝିଅ ଗୀତା ବାପା ମାଆଙ୍କ ସେବା କରିଛି । କୃଷ୍ଣର ପୁଅ ମାନେ ଘରସହ ସମ୍ପତ୍ତି ବିକ୍ରୀ କରିଥିବାରୁ କୃଷ୍ଣ ଓ ସତ୍ଯଭାମା ବାରଦୁଆର ଶୁଣ୍ଢିପିଣ୍ଡା ହେଲେ । କୃଷ୍ଣ ର ଝିଅ କାଳକ୍ରମେ ସୁଦାମ ର ପୁଅକୁ ବିବାହ କରିଲା । କୃଷ୍ଣ ସହରରୁ ଗାଁକୁ ଫେରିଲା । କୃଷ୍ଣ ର ଘରକୁ ତାଙ୍କରି ଘରେ କାମକରୁଥିବା ଚାକର ଉଦ୍ଧବ ସେହି ଘର କିଣିଥିଲା ।

ମାଲିକ ଫେରିବା ପରେ ସମୁଦି ଘରେ ନରହି ତାଙ୍କ ନିଜ ଘର ଚାବି ରହିବା ପାଇଁ ଦେଇଥିଲା । ସମୟର ଚକ୍ରରେ ଯିଏ ଯୁଆଡେ ବୁଲିଥିଲେ ମଧ୍ଯ ଶେଷରେ ଜନ୍ମ ମାଟି ଶ୍ରୀରାମଚନ୍ଦ୍ରପୁର ଗାଁରେ ଦୁଇ ବନ୍ଧୁ ଶେଷ ପର୍ଯ୍ୟନ୍ତ ରହିଥିଲେ । ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସଂସ୍କୃତି ସମ୍ପନ୍ନ ଐତିହ୍ଯ ଗ୍ରାମ ଶ୍ରୀରାମଚନ୍ଦ୍ରପୁର । ଶନିବାର ରାତ୍ରରେ ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ହସକାନ୍ଦ, ଲହୁଲୁହ ଓ ନୃତ୍ଯଛନ୍ଦଭରା ଭିନ୍ନ ସ୍ବାଦର ସାମାଜିକ ନାଟକ ସମୟ କହିବ କିଏ କାହାର ମଞ୍ଚସ୍ଥ ହୋଇଯାଇଛି ।

ମୁଖ୍ଯ ଅତିଥି ଭାବେ ଡକ୍ଟର ରାଧାକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ନାଟକରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଭୂୟଂଶୀ ପ୍ରସଂଶା କରିବା ସହ ଗାଁର ପ୍ରତିଭା ଗୌରବାନ୍ବିତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମ କୋଠ ସଭାପତି ମନମୋହନ ମିଶ୍ର, ଭଲିବଲ ପ୍ରଶିକ୍ଷକ ପ୍ରଭାକର ତ୍ରିପାଠୀ, ପୂର୍ବତନ କଳାକାର ସୁଧୀର ଚନ୍ଦ୍ର ତ୍ରିପାଠୀ, ମୁକ୍ତିମଣ୍ଡପ ପୂର୍ବତନ ସଭାପତି ପଣ୍ଡିତ ବିଶ୍ବମ୍ଭର ଦାଶ ମଞ୍ଚାସିନ ରହି ଗ୍ରାମର ଐତିହ୍ଯ ଓ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ ।

ମଞ୍ଚରେ କ୍ଲବର ସଭାପତି ପ୍ରଶାନ୍ତ କୁମାର ନନ୍ଦ ସଭାପତିତ୍ବ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରୁ ଶ୍ରୀଜଗନ୍ନାଥ ଅଷ୍ଟକମ୍ ପାଠ କରାଯାଇଥିଲା । ଗ୍ରାମର ବରିଷ୍ଠ ନାଗରିକ ରଞ୍ଜନ ମିଶ୍ର କବିତା ଆବୃତ୍ତି କରିଥିଲେ । ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ମଞ୍ଚରେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ନାଟକ ଜୀବନ୍ତ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ନାଟକକୁ ଲେଖିଛନ୍ତି ନାଟ୍ୟକାର ଅନନ୍ତ ଓଝା ।

ନଟବର ଆଚାର୍ଯ୍ଯଙ୍କ ନିର୍ଦ୍ଦେଶନାରେ ନାଟକରେ ସୁଧାକର ତ୍ରିପାଠୀ (କୃଷ୍ଣ),ଶ୍ରୀପତି ଦାଶ (ସୁଦାମ),ସତ୍ୟପ୍ରକାଶ ଦାଶ (ପବିତ୍ର),ଜଗନ୍ନାଥ ମିଶ୍ର (ନିର୍ମଳ), କାଳିପ୍ରସାଦ ମିଶ୍ର (ଉଦ୍ଧବ),ସୁବ୍ରତ କୁମାର ନନ୍ଦ (ପାର୍ଥ),ରାମକୃଷ୍ଣ ଦାଶ (ଡମ୍ବରୁ ଖୁଣ୍ଟିଆ),ସତ୍ଯନାରାୟଣ ମହାପାତ୍ର (ରାହୁଲ),ବିଶ୍ବଜିତ ମିଶ୍ର (ଜୀବନ ପରିଜା), ଅଖିଳ ନିଖିଳ ରଞ୍ଜନ ମିଶ୍ର (ଭୁଆଁ), ସଂବୀତ କେଶରୀ ଦାଶ (ବୈକୁଣ୍ଠ),ଅବିନାଶ ତ୍ରିପାଠୀ (କୈଳାସ),ବିଶ୍ବରଞ୍ଜନ ନନ୍ଦ (ଇନ୍ସପେକ୍ଟର) ସୌମ୍ୟରଞ୍ଜନ ମିଶ୍ର (କନେଷ୍ଟବଳ),କଳ୍ପନା ଦାଶ (ଗାୟତ୍ରୀ),ବନ୍ଦନା ଦାଶ (ଗୀତା), ସୀମା ସାହୁ (ସତ୍ୟଭାମା), ରଶନି ମହାରଣା (ବିଲେଇ),

ଶୁଭସ୍ମିତା ସାହୁ ( ଅଲିଭା), ଶିଶୁ କଳାକାର ଅଙ୍କିତ ମିଶ୍ର (ହାପି) ଚରିତ୍ରରେ ନିଖୁଣ ଅଭିନୟ ଦେଖି ଆଖିର ଲୁହରେ ଭିଜିଲେ ଦର୍ଶକ । ନୃତ୍ଯ ନିର୍ଦ୍ଦେଶନା ବନ୍ଦନା ଡ୍ଯାନ୍ସ ଗ୍ରୁପ ପରିଚାଳନା କରିଥିବା ବେଳେ ସଙ୍ଗୀତ ବିନୟ ଦାଶ ଓ ସାଥୀଙ୍କ ନିର୍ଦ୍ଦେଶନାରେ ନୃତ୍ଯ ସଙ୍ଗୀତରେ ମସଗୁଲ ହୋଇଥିଲେ ଦର୍ଶକ । କୁଳିଆପଡା ମହାବୀର ଚିତ୍ରାଳୟର ରୂପସଜ୍ଜା, ପୋଷାକ,ଶଦ୍ଦ ମଞ୍ଚ ସାଜସଜ୍ଜା ସହ ରଙ୍ଗୀନ ଆଲୋକର ଝଲମଲରେ ଝଲସିତ ଦେଖି ଆକର୍ଷିତ ହୋଇଥିଲେ ନାଟକ ପ୍ରେମୀ ।

ସିଦ୍ଧାର୍ଥ ଦାଶ, ଜ୍ୟୋତି ପ୍ରକାଶ ମିଶ୍ର, ଦିଲ୍ଲୀପ ମିଶ୍ର, ସମ୍ବିତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । କ୍ଲବର ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ , ଯୁଗ୍ମ ସମ୍ପାଦକ ପବିତ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ବିଶ୍ବଜିତ ମିଶ୍ର, ସତ୍ଯନାରାୟଣ ନନ୍ଦ, ଆଶୁତୋଷ ତ୍ରିପାଠୀ, ଶ୍ରୀରାମ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ବାରା ଲକ୍ଷ୍ମୀନାରାୟଣ ମିଶ୍ର, କାଶୀନାଥ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶକ ବିନୟ ଦାଶ, କୋରିଓଗ୍ରାଫର ବୁଲୁଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶିଶୁ କଳାକାରଙ୍କ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ ଓ ଆଧୁନିକ ନୃତ୍ଯରେ ଝୁମିଥିଲେ ଦର୍ଶକ । ଶ୍ରୀରାମଚନ୍ଦ୍ରପୁର ଗ୍ରାମ ସାଂସ୍କୃତିକ ପରିଷଦ ଓ ଡ୍ରାମାଟିକ କ୍ଲବର ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ । କଳାକାରଙ୍କ ଅଭିନୟ ଦେଖି କରତାଳି ମାରୁଥିଲେ ଦର୍ଶକ । ସାକ୍ଷୀଗୋପାଳ ସମେତ ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ନାଟକକୁ ସକାଳ ପର୍ଯ୍ୟନ୍ତ ମନୋଭରି ଉପଭୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version