• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

Proprietor Abhimanyu Maharana by Proprietor Abhimanyu Maharana
October 14, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Jivada Launches World’s First Luxury Ayurveda Range Inspired by Neurocosmetics at BRICS ILS 4th Startup Conclave
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବ୍ରିକ୍ସ ଇନ୍‌ଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍‌ଏସ)ରେ ସୃଷ୍ଟି ଓଡ଼ିଶାର ଏକ ଅଗ୍ରଣୀ ବାୟୋଟେକ ଏବଂ ୱେଲ୍‌ନେସ୍‌ ଷ୍ଟାର୍ଟଅପ୍‌ ଜୀବଦା ଭେଞ୍ଚରସ୍‌ ପ୍ରାଇଭେଟ ଲିମିଟେଡ ଆନୁଷ୍ଠାନିକ ଭାବରେ ବିଶ୍ୱର ପ୍ରଥମ ଆୟୁର୍ବେଦ ବର୍ଗ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ପ୍ରଚଳନ କରିଛି । ଭୁବନେଶ୍ୱରସ୍ଥିତ ଆଇଏଲ୍‌ଏସ ମୁଖ୍ୟ କ୍ୟାମ୍ପସ୍‌ରେ ଅକ୍ଟୋବର ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ବ୍ରିକ୍ସ ଆଇଏଲ୍‌ଏସର ୪ର୍ଥ ଷ୍ଟାର୍ଟଅପ୍‌ କନକ୍ଲେଭରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପ୍ରାଚୀନ ଆୟୁର୍ବେଦକୁ ଆଧୁନିକ ନୁ୍ୟରୋକସ୍‌ମେଟିକ୍ସ ପ୍ରଯୁକ୍ତି ସହିତ ସମ୍ମିଶ୍ରିତ କରି ଜିଭାଡାର ନୂତନ ବର୍ଗ ବିଳାସପୂର୍ଣ୍ଣ ଆୟୁର୍ବେଦ ଏବଂ ତ୍ୱଚାଯନô ନବସୃଜନ କ୍ଷେତ୍ରରେ ଏକ ସଫଳତାର ପ୍ରତିନିଧିତ୍ୱ କରୁଛି । ଏହି ବର୍ଗ ୨୬୮ରୁ ଅଧିକ ପ୍ରାଚୀନ ଆୟୁର୍ବେଦ ଲେଖାରୁ ପ୍ରେରଣା ଲାଭ କରିବା ସହିତ ସମୟର କଷଟି ପଥରେ ପରୀକ୍ଷିତ ହର୍ବାଲ ଜ୍ଞାନକୁ ସର୍ବାଧୁନିକ ସମୟର ନୁ୍ୟରୋସାଇନ୍ସ ଏବଂ ବାୟୋଟେକ୍‌ନୋଲୋଜି ସହିତ ସମ୍ମିଶ୍ରିତ କରିଛି ।

ବ୍ରିକ୍ସ ଆଇଏଲଏସ୍‌ରେ ବ୍ୟାପକ ଆର୍‌ ଆଣ୍ଡ ଡି ଜରିଆରେ ପ୍ରସ୍ତୁତ ପ୍ରତ୍ୟେକ ଉତ୍ପାଦରେ ଫଳପ୍ରସୂ ବାୟୋଆକ୍ଟିଭ ଉପାଦାନ ଏବଂ ସ୍ଥାନୀୟ ସ୍ତରରେ ସଂଗୃହୀତ ମହୁଆ ଭଳି ଅଣ-କାଷ୍ଠ ଜଙ୍ଗଲଜାତ ପଦାର୍ଥ (ଏନଟିଏଫ୍‌ପି) ଏବଂ ତତ୍‌ସହିତ ଉଭୟ ତ୍ୱଚା ସ୍ୱାସ୍ଥ୍ୟ ଏବଂ ମାନସିକ କଲ୍ୟାଣକୁ ଲକ୍ଷ୍ୟ ରଖୁଥିବା ଉନ୍ନତ ନୁ୍ୟରୋପେପ୍‌ଟାଇଡସ୍‌ ସମନ୍ୱିତ ହୋଇଛି ।

ଆଠଟି ଉତ୍ପାଦର ସମ୍ଭାର ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବାବେଳେ ସେଗୁଡିକ କୋମଳତା, ଜଳୀୟ ଅଂଶ ବଜାୟ ରଖିବା ଏବଂ ସନ୍ତୁଳନ ରଖିବା ନିମନ୍ତେ ଡିଜାଇନ କରାଯାଇଛି, ଯାହା କେବଳ ତ୍ୱଚା ଏବଂ କେଶର ସମସ୍ୟା ପ୍ରତି ଦୃଷ୍ଟି ଦେଉନାହିଁ ତାହାସହିତ ଚାପ, ଚିନ୍ତା ଏବଂ ଇନ୍ଦ୍ରିୟଗତ ସମନ୍ୱୟ ଦିଗ ପ୍ରତି ମଧ୍ୟ ଯନôଶୀଳ ହେଉଛି । ମେଡ୍‌-ଇନ-ଓଡ଼ିଶା ନବସୃଜନ ଜରିଆରେ ଏହା ବୈଶ୍ୱିକ କଲ୍ୟାଣକାରୀ ଏବଂ ସୋ÷ନ୍ଦର୍ଯ୍ୟ ଦୃଶ୍ୟପଟ୍ଟରେ ଏକ ବ୍ୟାପକ ରୂପାନ୍ତରଣ ଆଣିବାକୁ ଯାଉଛି ।

ଉନ୍ମୋଚନ ଉତ୍ସବରେ ଡ. ଅଶ୍ୱିନୀ ପାରିକ, ଡାଇରେକ୍ଟର ଏନଏବିଆଇ, ଡ. ଜିତେନ୍ଦ୍ର କୁମାର, ଏମ୍‌ଡି ବିଆଇଆର୍‌ଏସି, ଡ. ଶାନ୍ତନୁ ଦାସଗୁପ୍ତା, ପ୍ରାକ୍ତନ ଭିପି ରିଲାଏନ୍ସ ଇଣ୍ଡଷ୍ଟ୍ରି, ଡ. ଦେବାଶିଷ ଦାଶ, ଡାଇରେକ୍ଟର ବ୍ରିକ୍‌ଆଇଏଲ୍‌ସି, ଡ. ନିବେଦିତା ଜେନା, ସିଓଓ, ବାୟୋଟେକ ଇନ୍‌କୁ୍ୟବେଟର, ଆଇଏଲ୍‌ଏସ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ବିଶିଷ୍ଟ ବୈଜ୍ଞାନିକବୃନ୍ଦ, ଉଦ୍ୟୋଗୀ ଏବଂ ସମଗ୍ର ଭାରତର ବାୟୋଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବ୍ୟବସ୍ଥାରୁ ପୁଞ୍ଜିନିବେଶକମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରକାଶ କରି ଶ୍ରୀମତୀ ଧରିତ୍ରୀ ପଟନାୟକ, ପ୍ରତିଷ୍ଠାତା ଜୀବଦା କହିଥିଲେ, “ଏହା ବିଶ୍ୱ ପାଇଁ ମେଡ୍‌ ଇନ୍‌ ଓଡ଼ିଶାରେ ନିର୍ମିତ ଉତ୍ପାଦ ବର୍ଗ ହୋଇଛି । ଆୟୁର୍ବେଦର ଚିରନ୍ତନ ବିଜ୍ଞାନକୁ ନୁ୍ୟରୋକସ୍‌ମେଟିକ ନବସୃଜନ ସହିତ ମିଶ୍ରଣ କରି ତ୍ୱଚାର ପରିପୋଷଣ କରୁଥିବା, ମନକୁ ଶାନ୍ତ ରଖୁଥିବା ଏବଂ ଉତ୍ସାହ ବୃଦ୍ଧି କରୁଥିବା ତ୍ୱଚା ଯନôକାରୀ ଏବଂ ୱେଲନେସ୍‌ ସମାଧାନଗୁଡିକ ସୃଷ୍ଟି କରିବାକୁ ଆମର ଲକ୍ଷ୍ୟ ରହିଛି ।”

ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ଜିଭାଡାର ଲକ୍‌ଜୁରୀ ଆୟୁର୍ବେଦ ନୂତନ ଯୁଗର ବିଜ୍ଞାନ ନେତୃତ୍ୱରେ ପରିଚାଳିତ, ଦୀର୍ଘସ୍ଥାୟୀ ସୋନ୍ଦର୍ଯ୍ୟ ନବସୃଜନକୁ ପ୍ରତିଫଳିତ କରୁଛି ଯାହା ଭାରତର ବାୟୋଟେକ୍‌ ଗବେଷଣା ପରିବ୍ୟବସ୍ଥାରୁ ଉଦ୍‌ଭବ ହୋଇଛି । ଓଡ଼ିଶାର ନିଜସ୍ୱ ଜ୍ଞାନ ଏବଂ ଜୈବ ବିବିଧତାରେ ଏହାର ଜଡ ରହିଥିବାବେଳେ ଏହି ବ୍ରାଣ୍ଡ୍‌ ରାଜ୍ୟକୁ ଆୟୁର୍ବେଦ ଆଧାରିତ ଜୈବ ପ୍ରଯୁକ୍ତି ଏବଂ ୱେଲନେସ୍‌ ରପ୍ତାନି କ୍ଷେତ୍ରରେ ଏକ ବୈଶ୍ୱିକ ପେଣ୍ଠସ୍ଥଳରେ ପରିଣତ କରିବା ଲକ୍ଷ୍ୟ ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

June 27, 2026
ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version