ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀ କିଶୋର ଚନ୍ଦ୍ର ଦଳବେହେରା କନ୍ଧମାଳ ସାଂସଦ ବ୍ଲକ ପ୍ରତିନିଧି ତଥା ଜଙ୍ଗଲ ସୁରକ୍ଷା ମହାସଂଘ ନୟାଗଡ଼ ସମ୍ପାଦକ ଙ୍କ ଆହ୍ୱାନ କ୍ରମେ ଦଶପଲ୍ଲା ମେଳିଆ ତୋଟା ପ୍ରାଙ୍ଗଣରେ ମୋଦୀ ଜୀ ଙ୍କ ଜନ୍ମଦିନ ରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଜୀ ଆହ୍ୱାନ କ୍ରମେ ଆଜି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମେଳିଆ ତୋଟାର ଏକ ପେଡ ମା କେ ନାମ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।















