No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ବୁଧବାର ଦିନ ସଚେତନ ନାଗରିକ ମଞ୍ଚ ର ସଭାପତି ପ୍ରସନ୍ନ କୁମାର ଦାଶ ଓ ବରିଷ୍ଟ ସାମ୍ବାଦିକ ବିଜୟ କୁମାର ମିଶ୍ର ପୁରୀ ଆରକ୍ଷୀ ଅଧିକ୍ଷକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ପୁରୀ ର ଆଇନ ଶୃଙ୍ଖଳା, ସମୁଦ୍ରକୂଳେ ପର୍ଯ୍ୟଟକ ଙ୍କ ସୁରକ୍ଷା,
ଶ୍ରୀମନ୍ଦିର ସୁରକ୍ଷା ଓ ସୁବିଧା ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ l ବାଳ ଅପରାଧ କିପରି ରୋକାଯାଇ ପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ l ରାତିରେ ନାକା ବନ୍ଦୀ ଚାଲୁ ରଖିବା ପାଇଁ ଅନୁରୋଧ କରିଥିଲେ l ଏହା ସହ ଜିଲ୍ଲା ର ଆଇନ ଶୃଙ୍ଖଳା ସମ୍ପର୍କ ରେ ଆଲୋଚନା କରିଥିଲେ l

No Result
View All Result