No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ସହର ସମେତ ଜିଲ୍ଲାରେ ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏସ ପି ପ୍ରତୀକ ସିଂ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି l ବିଶେଷ କରି ଏସ ସି ଏସ କଲେଜ, ସୁକନ୍ୟା ଲେଡିସ ହଷ୍ଟେଲ,
ମହିଳା କଲେଜ, ବଡଦାଣ୍ଡ ରେ ଥିବା ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ସୁରକ୍ଷା ଦିଆଯାଇଛି l ସାଧାରଣ ଲୋକଙ୍କ ଧନ ଓ ଜୀବନ ସୁରକ୍ଷା ପାଇଁ ପୁରୀ ପୋଲିସ ଶତ ଚେଷ୍ଟିତ ରହିଛି l ସହରରେ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ସମସ୍ୟା ପ୍ରତି ତୀକ୍ଷ୍ଣ ନଜର ରଖିଛି ପୁରୀ ପୋଲିସ l

No Result
View All Result