No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ତରଫରୁ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗୀ, ପଦନପୁର, ଭେଜିପୁଟ ଓ ଚନ୍ଦକା ପାଦଦେଶରେ ଅବସ୍ଥିତ ବାଘଖିଆ ନାଳ ନିକଟରେ ଜାମୁ, ବେଲ ବର,
ଓସ୍ତଗଛ ଆଦି ରୋପଣ କରିବା ସହ ସୁରକ୍ଷା ପାଇଁ ଗଛର ଚାରିପଟେ କଣ୍ଟାବାଡ କରାଯାଇଛି । ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶଶିଭୂଷଣ ତ୍ରିପାଠୀ, ଶଙ୍କର ନାୟକ, ରବିନ୍ଦ୍ର ଲେଙ୍କା, ସୁବ୍ରତ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ ।

No Result
View All Result