ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- କୁମାରୀ ରଞ୍ଜୁ ମାଝି ,ପ୍ରଥମ ଶ୍ରେଣୀ , ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ .ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୟାଗଡର ଅନ୍ତେବାସିନୀ , ସେ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ପରେ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟରେ ତା ୨୧.୮.୨୦୨୫ ରିଖ ରାତ୍ରି ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା ପରେ ଜଣା ଗଲା ଯେ ରକ୍ତ ଅଭାବ ଅଛି ତୁରନ୍ତ Blood O+ve ଦରକାର l















