No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସଙ୍ଗ ଶ୍ରୀ ଫାଉଣ୍ଡେସନ ଆନୁକୂଲ୍ୟ ରେ ସୋମବାର ଦିନ ପ୍ରଭୁ ଯୋଡ଼ା ଲିଙ୍ଗ ମନ୍ଦିର ର ସଫେଇ କାର୍ଯ୍ୟ କରାଯାଇଥଲା l ଶ୍ରାବଣ ମାସ ପ୍ରଥମ ସୋମ ବାର କାଉଡ଼ିଆ ଭାଇ ଙ୍କ ଗହଳି ଲାଗିରହିଥିଲା l ସବୁ ଅଳିଆ ଆବର୍ଜନା କୁ ସଫେଇ କରିଥିଲେ l ମନ୍ଦିର ଭିତର ବେଢ଼ା ଭିତର ଚାରିପଟ, ପିଣ୍ଡି ଗୁଡିକ ସଫେଇ କରାଯାଇଥିଲା ।

ଭାଗ୍ୟ ରେ ଥିଲେ ଏଭଳି ସୁଯୋଗ ମିଳେ । ଆମ ସଙ୍ଗ ଶ୍ରୀ ଫାଉଣ୍ଡେସନ ପ୍ରଭୁ ଯୋଡ଼ା ଲିଙ୍ଗ ଙ୍କ ପାଖ ରେ ସଂସାର ର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲୁ । ଅନୁଷ୍ଠାନ ର ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଙ୍କ ପରିଚାଳନା ରେ ସହଯୋଗ କରିଥିଲେ ସମ୍ପାଦିକା ପଦ୍ମିନୀ ବେହେରା,

ସଂଯୋଜିକା ବିଚିତ୍ରା ମିଶ୍ର,ଗାୟତ୍ରୀ ଜେନା,ଅନିତା ସିନ୍ ହା,ମମତା ମିଶ୍ର, ତୁଳସୀ ବୁଟା,ସୁଭାଷିନୀ ମହାନ୍ତି,ଆରାଧନା,ସନ୍ତୋଷ,ଗୌରାଙ୍ଗ ସମେତ ସବୁ ସଭ୍ୟାମାନେ ସଫେଇ ରେ ଯୋଗଦେଇଥିଲେ l

No Result
View All Result