• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦେଶୀ ବାସନା ଧାନ ଚାଷକରି ଭାଇର ବାହାଘର କରାଇଲେ ଦିଗାମ୍ବର

Proprietor Abhimanyu Maharana by Proprietor Abhimanyu Maharana
June 25, 2025
in ଓଡ଼ିଶା, ଗଜପତି, ହୋମ୍
0
ଦେଶୀ ବାସନା ଧାନ ଚାଷକରି ଭାଇର ବାହାଘର କରାଇଲେ ଦିଗାମ୍ବର
Share on FacebookShare on TwitterWhatsapp

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍)  :- ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅଧିନସ୍ଥ ପୁଟ୍ରୁପଡା ଗ୍ରାମର ଦିଗାମ୍ବର ରଇତ (୩୮)ଜଣେ ଅଗ୍ରଣୀ ଚାଷୀ । ପରିବାର କହିଲେ ନିଜ ସ୍ତ୍ରୀ ସହିତ ଗୋଟିଏ ପୁଅ ଓ ଝିଅ ।ପୁଅ ନବମ ଓ ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଡୁଛନ୍ତି ତାହା ସହିତ ସାନଭାଇ ନୀଳାମ୍ବର ରାଇତ (୩୦) ବାହାଘର ଦାଇତ୍ୱ ଏହି ସବୁ ଖର୍ଚ୍ଚକଥା ଦିଗାମ୍ବରଙ୍କୁ ସବୁବେଳେ ବିଚଳିତ କରୁଥିଲା ।ସେ ସବୁ ବେଳେ ସଚୋଟ ଉପାୟରେ ଅଧିକ ଆୟ କିଭଳି କରାଯାଇପାରିବ ଚିନ୍ତା କରୁଥିଲେ କାରଣ ଚାଷ ହେଉଛି ତାଙ୍କର ମୁଖ୍ୟ ଜୀବିକା ଯାହାକୁ ଭରସାକରି ଦିଗାମ୍ବର ଚଳୁଥିଲେ । ମୋଟ ଜମି କହିଲେ ୫ ଏକର ସେଥିରୁ ୨ ଏକର ଖାଲ ଜମି ଯେଉଁଥିରେ ବର୍ଷାଦିନେ ଧାନ ଚାଷ ଓ ୩ ଏକର ପଦର ତଥା ଢିପ ଜମି ଯେଉଁଥିରେ ବର୍ଷାଦିନେ ମକା ଚାଷ କରାଯାଏ ମକା ଚାଷରେ ଯାହା ଆଦାୟ ହୁଏ ସାହୁକାରଙ୍କ ଋଣ ପରିଶୋଧ କଲା ପରେ କିଛି ବଳକା ହୁଏନି ଓ ଧାନ ଯେଉଁବର୍ଷ ବର୍ଷା ଠିକ୍ ରେ ହୁଏ ବର୍ଷ ସାରା ଖାଇବାକୁ ହୋଇଯାଏ ।

ଏହି ଭଳି ଘଡି ସନ୍ଧି ସମୟରେ ଓଡିଶା ସରକାରଙ୍କ ଦେଶୀ, ବାସନା ଧାନ ଯୋଜନା ବିଷୟରେ ପାଇଲେ ଓ ଦିଗମ୍ବରଙ୍କୁ “ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ” ର କର୍ମୀଙ୍କ ଦ୍ୱାରା ବ୍ଲକ କୃଷି ଅଧିକାରୀଙ୍କ ଉପସ୍ଥିତିରେ ୨ପ୍ୟାକେଟ (୩୬କିଲୋଗ୍ରାମ) କଲାଚମ୍ପା କିସମର ଧାନ ବିହନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବ୍ଲକ କୃଷି ଅଧିକାରୀଙ୍କ ଉପସ୍ଥିତିରେ ଏବଂ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର କର୍ମୀଙ୍କ ଦ୍ୱାରା ଦିଗାମ୍ବରଙ୍କ ସହ ଅନ୍ୟ କୃଷକ ମାନଙ୍କୁ କାଲାଚମ୍ପା ଧାନ ବିହନର ଗୁଣବତ୍ତା , ଯଥା- ଅଧିକ ଅମଳ କ୍ଷମ, ଶସ୍ୟ ବଙ୍କା ହେବା କିମ୍ବା ପଡ଼ିଯିବା ପ୍ରତିରୋଧୀ, ଯାହା ଅମଳ ସମୟରେ ଏକ ପ୍ରମୁଖ ଲାଭ ହୋଇଥାଏ , ଏହାର ଭଲ ସ୍ୱାଦ ଏବଂ ପୁଷ୍ଟିକର ପରିମାଣସମ୍ବନ୍ଧରେ କୃଷକମାନଙ୍କୁ ଅବଗତ କରାଗଲା ।

ତାହା ସହିତ ଶ୍ରୀ ପଦ୍ଧତିରେ ଧାନ ରୁଆ , ଜୈବିକ ସାର, କୀଟ ନାଶକ ପ୍ରୟୋଗ କରି କୃଷି କାର୍ଯ୍ୟ କରିବା ସମ୍ବନ୍ଧରେ ତାଲିମ ଦିଆଯାଇଥିଲା ଏବଂ ସରକାରଙ୍କ ଦ୍ୱାରା ମିଳୁଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ବନ୍ଧରେ ଅବଗତ କରାଯାଇ ଥିଲା । ଦିଗମ୍ବରଙ୍କ ଧାନ ଜମି ସମତଳରେ ଥିବା ଯୋଗୁ ଏବଂ ସଠିକ ଜଳସେଚନର ସୁବିଧା ଥିବା ଯୋଗୁ ଚାଷ କାର୍ଯ୍ୟ ସଠିକ ରୂପେ ହୋଇପାରିଥିଲା । ଏହି ଚାଷ କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ସରକାରଙ୍କ ଯୋଜନା ମୁତାବକ କମ୍ପାନୀର କର୍ମୀଙ୍କ ଦ୍ୱାରା “ଜୈବିକ ସାରା ଏବଂ କୀଟନାଶକ” ଯୋଗାଇଦିଆଯାଇଥିଲା ।

ପୂର୍ବ ରୁ ଏହି ଜମି ରେ ସେ ୧୨ ରୁ ୧୩ କୁଇଣ୍ଟାଲ ଉତ୍ପାଦନ କରି ଆସୁଥିଲେ , ମାତ୍ର ଏହି ଧାନ ଚାଷ ରେ ସେ ୧୭.୮୭ କୁଇଣ୍ଟାଲ ଉତ୍ପାଦନ କରିପାରିଲେ ଓ ସେଥିରୁ ୧୬.୮୭ କୁଇଣ୍ଟାଲ ଧାନକୁ ସାମୁହିକ ବଜାରରେ ବିକ୍ରି ନକରି “ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ”କୁ ବିକ୍ରି କରିଥିବା ଯୋଗୁ ଧାନ ବାବଦରେ ମୋଟରେ ୬୯,୨୦୭ ମୂଲ୍ୟ ପାଇପାରିଥିଲେ ଓ ଏହି ଟଙ୍କାକୁ ସାନଭାଇର ବିବାହ ଉତ୍ସବରେ ଖର୍ଚ୍ଚ କରିଥିଲେ ଯାହାକି ବହୁତ ବଡ ଆର୍ଥିକ ସମସ୍ୟାରୁ କିଛି ମାତ୍ରାରେ ତ୍ରାହି ପାଇଥିଲେ । ଅଧିକ ଉତ୍ପାଦନ ଓ ଠିକ ସମୟରେ ବିକ୍ରୟରେ ସାହାଯ୍ୟ କରିଥିବା ଯୋଗୁ କୃଷି ବିଭାଗ ,ମହେନ୍ଦ୍ରଗିରି ପ୍ରଡ୍ୟୁସର କଂପାନୀରେ କର୍ମକର୍ତା ଙ୍କୁ ଧନ୍ୟବାଦ ଜଣାଇବା ସହିତ ଚାଷୀମାନଙ୍କୁ ଏହି ଧାନ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି ଦିଗାମ୍ବର ଓ ଏହି ବର୍ଷ ଅଧିକ ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version