ଆର,ଉଦୟଗିର (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆରୋଗ୍ୟ କାମନା ପାଇ , ଗଜପତି ଜିଲ୍ଲା ର ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗୋ ବୌଧ ମନ୍ଦିରରେ ପାଞ୍ଚ ଗୋଟି କ୍ୟାମ୍ପ କୁ ନେଇ ମନ୍ଦିର ଭିତରେ ତିବତୀୟ ଲାମ୍ମା ମାନେ

ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଫୋଟ ରଖି ତାଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ କାମନା ପାଇ ପୂଜା ଏବଂ ପ୍ରାର୍ଥନା କରାଯାଇଥିଲା ,କାରଣ ଯେତେ ଜଲ୍ଦୀ ନିଜ ରାଜ୍ୟକୁ ଫେରି ଆସିବେ ବୋଲି ।















