• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାର ସମସ୍ତ ଆଙ୍ଗନୱାଡି କେନ୍ଦ୍ରରେ ଧୁମଧାମରେ ପାଳିତ ହେଲା ଓଡ଼ିଶା ର ଗଣପର୍ବ “ରଜ”

Proprietor Abhimanyu Maharana by Proprietor Abhimanyu Maharana
June 16, 2025
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲାର ସମସ୍ତ ଆଙ୍ଗନୱାଡି କେନ୍ଦ୍ରରେ ଧୁମଧାମରେ ପାଳିତ ହେଲା ଓଡ଼ିଶା ର ଗଣପର୍ବ “ରଜ”
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶାର ଗଣ ପର୍ବ ରଜ ଏକ ଅପାର ସାଂସ୍କୃତିକ ଐତିହ୍ୟର ଅଙ୍ଗ ଭାବେ ପରିଚିତ । ଚଳିତ ବର୍ଷ ଗଜପତି ଜିଲ୍ଲାର ସମସ୍ତ ଆଙ୍ଗନୱାଡି କେନ୍ଦ୍ରରେ ଏହା କିଶୋରୀ ବାଳିକା, ଜନପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହଯୋଗରେ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଓଡ଼ିଶାର ନାରୀତ୍ୱ ଓ ପୃଥିବୀମାତା ବସୁମତୀଙ୍କ ନବ ଶକ୍ତିକୁ ଉତ୍ସର୍ଗ କରେ। ରଜ ଉତ୍ସବ ପାଳନ ଚଳିତ ବର୍ଷ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ନିର୍ଦ୍ଦେଶନାରେ ଓ ସମସ୍ତ ସିଡିପିଓ ଙ୍କ ନେତୃତ୍ୱରେ ବିଶେଷ ଭାବେ ଅନୁଷ୍ଠିତ ହେବା ସହ ବ୍ଲକ, ପଞ୍ଚାୟତ ଓ ଅଙ୍ଗନବାଡି କେନ୍ଦ୍ର ଆନୁକୁଲ୍ୟରେ ଏକ ଗଭୀର ପ୍ରଭାବ ସୃଷ୍ଟି କରି ପାରିଛି ।

ଏହି ତିନି ଦିନିଆ ପର୍ବରେ ପୃଥିବୀ ମାତାଙ୍କୁ ବିଶ୍ରାମ ଦିଆଯାଏ, ନାରୀ ଶକ୍ତିର ପ୍ରଶଂସା କରାଯାଏ ଓ ନବ ଚେତନାର ଆରମ୍ଭ କରାଯାଏ। ଏହି ପର୍ବରେ ଝିଅମାନେ ନୂଆ ଶାଡ଼ୀ ପିନ୍ଧି, ଅଳଙ୍କାର ଧାରଣ କରି ସ୍ୱଙ୍ଗୁନ ଚଢ଼ି ରଜ ଦୋଳାରେ ଝୁଲନ୍ତି, ଏବଂ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସାମାଜିକ ମଞ୍ଚରେ ନିଜ ସ୍ଥାନ ତିଆରି କରନ୍ତି । ଗଜପତି ଜିଲ୍ଲାର ପ୍ରତ୍ୟେକ ଆଙ୍ଗନୱାଡି କେନ୍ଦ୍ରରେ ଏଥର ବିଭିନ୍ନ ପାରମ୍ପରିକ କାର୍ଯକ୍ରମ ସ୍ଥାନପାଇ କେନ୍ଦ୍ରମାନ ଉତ୍ସବ ମୁଖରିତ ହୋଇଥିଲା । ଅଙ୍ଗନୱାଡି ଦିଦି , ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ, ବ୍ଲକ ଓ ପଞ୍ଚାୟତ ସ୍ତରର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଆକାଂକ୍ଷୀ ବ୍ଲକ ଗୁମ୍ମା ଓ ଆର.ଉଦୟଗିରିରେ ଆକାଂକ୍ଷୀ ବ୍ଲକ୍ ଫେଲୋମାନେ ସି ଡ଼ି ପି ଓ ଓ ଆଇ ସି ଡ଼ି ଏସ ଟିମ୍ ସହ ସମନ୍ୱୟ କରି ସମସ୍ଥ କାର୍ଯକ୍ରମଗୁଡ଼ାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ଆକାଂକ୍ଷୀ ଜିଲ୍ଲା କାର୍ଯକ୍ରମ ତରଫରୁ ପିରାମଲ୍ ଫାଉଣ୍ଡେସନ୍ ର ଦେବବ୍ରତ ଆଚାର୍ଯ୍ୟ ଓ ଶ୍ରୀୟାଶ୍ରୀ ରାଣୀ ଏଥିରେ ସହଯୋଗ କରିବା ସହ ବିଭିନ୍ନ କାର୍ଯକ୍ରମରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରମାନଙ୍କରେ ନାରୀ ମାନଙ୍କ ମାସିକ ଧର୍ମ, ବ୍ୟକ୍ତିଗତ ସ୍ବଚ୍ଛତା, ବିଭିନ୍ନ ଜୀବନ କୌଶଳ, ମୃତ୍ତିକା ପରୀକ୍ଷା ବିଷୟରେ ସୂଚନା ଦିଆଯିବା ପରେ ଚର୍ଚ୍ଚା କରାଯାଇଥିଲା ଓ ଏହାପରେ ଅନେକ ସଂସ୍କୃତିକ ଓ ସାମାଜିକ ପ୍ରତିଯୋଗିତା ମାନ ଯଥା ପୁଚି ଖେଳ, ରଜଗୀତ, ନୃତ୍ୟ, ଚିତ୍ରାଙ୍କନ, ପ୍ରଶ୍ନୋତ୍ତର, ଫ୍ୟାନ୍ସି ଡ୍ରେସ୍, ମୁଜିକାଲ୍ ଚେୟର ପ୍ରତିଯୋଗିତା ମାନ ଆୟୋଜନ କରାଯିବା ସହ , ପୋଡ଼ ପିଠା, ଚକୁଳି, ମଣ୍ଡା ଆଦି ବିଭିନ୍ନ ଘର ତିଆରି ଖାଦ୍ଯ ଆଦିର ପ୍ରଦର୍ଶନ ପ୍ରଦର୍ଶନ ଏବମ୍ ବଣ୍ଟନ ହୋଇଥିଲା ।

ଚଳିତ ବର୍ଷ ର ଆୟୋଜନକୁ ଆଖ୍ୟାନ କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ କହିଛନ୍ତି, “ରଜ ଉତ୍ସବ   ପାଳନ ଆମ ପାଇଁ ଗର୍ବର ବିଷୟ । ଏହା ନାରୀଙ୍କ ପ୍ରତି ସମ୍ମାନ ଓ ସାମାଜିକ ଏକତାର ଅନୁପମ ଉଦାହରଣ । ସମସ୍ତ କେନ୍ଦ୍ରରେ ଏହାକୁ ଅତି ଆଦର ର ସହ ପାଳନ କରାଯାଇଛି ବୋଲି ରାୟଗଡ ସି ଡ଼ି ପି ଓ ବି.କୋମଲାଙ୍ଗି କହିଛନ୍ତି ଗଜପତି ଜିଲ୍ଲା – ସବୁଜ ସୁନ୍ଦର ପାହାଡ଼, ହରିତ ପ୍ରକୃତି ଓ ସଂସ୍କୃତିର ଜିଲ୍ଲା ଏଠି ରଜ ପର୍ବ- କେବଳ ଉତ୍ସବ ନୁହେଁ, ଏହା ହେଉଛି ନାରୀ ଶକ୍ତି, ଧରିତ୍ରୀ ମାତା ଓ ପାରମ୍ପରିକ ମୂଲ୍ୟବୋଧର ଉତ୍ସବ ।

ପିଠା ତିଆରି, ଝୁଲାର ମଜା, ଗୀତ-ନୃତ୍ୟ ଓ ମହିଳାମାନଙ୍କ ସମ୍ମାନର ଏହି ତିନିଦିନିଆ ଉତ୍ସବ ଗଜପତିର ପୁରପଲ୍ଲୀ ସହର- ଉଭୟ ଅଞ୍ଚଳକୁ ରଙ୍ଗୀନ କରେ । ପାରିବାରିକ ଏକତା, ପ୍ରେମ ଓ ନାରୀ ସଶକ୍ତିକରଣର ଏକ ଉତ୍ତମ ଦୃଷ୍ଟାନ୍ତ ହେଉଛି ଏହି ପର୍ବ । ଗଜପତି ଜିଲ୍ଲା ପକ୍ଷରୁ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ! ଅନେକ ଅଭିଭାବକ ଓ ଗ୍ରାମବାସୀ ଏହି ଉତ୍ସବକୁ ଦେଖି ଅଭିଭୂତ ହୋଇଥିଲେ । ଝିଅମାନେ ଏଥିରେ ଅଂଶଗ୍ରହଣ କରି ସ୍ୱାଭିମାନ ଓ ଆତ୍ମବିଶ୍ୱାସ ବୃଦ୍ଧି କରିପାରିଥିଲେ।ରଜ ଉତ୍ସବ ମାଧ୍ୟମରେ ନାରୀ ସଶକ୍ତିକରଣର ପ୍ରୟାସ -ଗଜପତି ଜିଲ୍ଲାର ଏହି ଉଦାହରଣ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ପାଇଁ ଏକ ପ୍ରେରଣା ସୂତ୍ର ହେବ ବୋଲି ଆଶା କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version