No Result
View All Result
୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ବ୍ଲକର ରଘୁନାଥ ଦେବତା ବ୍ରହ୍ମପୁରାରେ ୧୭୫ଜଣ, କଳାପଥର-ଧଳାପଥର ବିଦ୍ୟାଳୟରେ ୨୨୦ଜଣ, ଉଦୟନାଥ ସରକାରୀ ବିଦ୍ୟାଳୟ ବୈଦ୍ୟେଶ୍ୱରରେ ୧୪୦ଜଣ, କେନ୍ଦୁପଲ୍ଲୀ ସରକାରୀ ବିଦ୍ୟାଳୟରେ ୧୦୯ଜଣ, ଉତ୍ତରକୁଲାଟ ବନ୍ଦାଳରେ ୨୦୩ଜଣ,
ସେହିପରି ଡମପଡ଼ା ବ୍ଲକର ସରକାରୀ ବାଳିକା ବିଦ୍ୟାଳୟରେ ୨୫୪ଜଣ, ବି.କେ.ବିଦ୍ୟାପୀଠରେ ୨୫୨ଜଣ, ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟରେ ୧୮୩ଜଣ, ବିଶ୍ୱନାଥ ଶ୍ରୀଚନ୍ଦନ ନୋଡାଲ୍ ବିଦ୍ୟାୟ ରଗଡିରେ ୧୫୭ଜଣ, ତାଳବସ୍ତ ହାଇସ୍କୁଲରେ ୧୮୦ଜଣ, ପ୍ରିତମ୍ କୁମାରୀ ବିଦ୍ୟାମନ୍ଦିର ଡମପଡ଼ାରେ ୧୮୭ଜଣ ଛାତ୍ରଛାତ୍ରୀ ଏପରି ମୋଟ୍ ୨୦୫୧ଜଣ ଛାତ୍ରଛାତ୍ରୀ ଆଜି ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।

No Result
View All Result