• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୯ତମ ଜନ୍ମବାର୍ଷିକୀ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
February 13, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୯ତମ ଜନ୍ମବାର୍ଷିକୀ ପାଳିତ
Share on FacebookShare on TwitterWhatsapp

୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ଫେବୃଆରୀ ୧୨ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚଠାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ), ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର(ଜିକେସିଏମ ଓଆରସି) ସହ ସହଭାଗିତା କରିଛି । ଗୁରୁ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ସମ୍ମାନରେ ବିଶିଷ୍ଟ ଅତିଥି ଓ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କ ଗହଣରେ ପ୍ରଖ୍ୟାତ ଥିଏଟର ବ୍ୟକ୍ତିତ୍ୱ ଶ୍ରୀ ମନୋଜ କୁମାର ପଟନାୟକ,  ପ୍ରଖ୍ୟାତ ଥିଏଟର ବ୍ୟକ୍ତିତ୍ୱ ଧିର ମଲିକ, ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ, ପ୍ରଖ୍ୟାତ ଓଡିଶୀ ଗୁରୁ ଶ୍ରୀ ବିଚିତ୍ରନାନ୍ଦ ସ୍ୱାଇଁ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଓ ଓଡିଶୀ ସଙ୍ଗୀତ ଗାୟିକା ଶ୍ରୀମତି ଅନୁଜା ତାରିଣୀ ମିଶ୍ର (ଓଏଏସ୍‌), ସୃଜନ,ଭୁବନେଶ୍ୱରର ନିର୍ଦ୍ଦେଶକ ଏବଂ ଶ୍ରୀ ଶ୍ରୀ ୟୁନିଭର୍ସିଟି, କଟକର ଆର୍ଟସ, କମ୍ୟୁନିକେଶନ୍ସ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍ ବିଭାଗର ଅଧ୍ୟାପକ ଓ ଡିନ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ସଙ୍ଗୀତ ପ୍ରଦର୍ଶନ ଓ ଏକ ଗ୍ରୁପ ଡ୍ୟାନ୍ସ ଉପସ୍ଥାପିତ ହୋଇଥିଲା । ପ୍ରଥମ ଅଧା ଭାଗରେ ‘ଫ୍ରମ ରାଗ ଟୁ ଭାବ- ଏ ମ୍ୟୁଜିକାଲ ଏକ୍ସପେରିଏନ୍ସ ୱିଥ ରୁପକ କୁମାର ପରିଡା’ ନାମକ କାର୍ଯ୍ୟକ୍ରମରେ ଦର୍ଶକମାନେ ପ୍ରଖ୍ୟାତ ଗାୟକ ଶ୍ରୀ ରୁପକ କୁମାର ପରିଡାଙ୍କ ଚମତ୍କାର ପ୍ରଦର୍ଶନକୁ ଉପଭୋଗ କରିଥିଲେ । ଏହି ଭାବପୂର୍ଣ୍ଣ ପ୍ରଦର୍ଶନରେ ରୁପକ କୁମାର ପରିଡାଙ୍କ ସହ ସକ୍ଷମ ଓ ବହୁମୂଖୀ ସଙ୍ଗୀତ ସାଥୀ ଭାବେ ତବଲାରେ ଶ୍ରୀ ନିକୁଞ୍ଜ ବିହାରୀ ସାମଲ, ଗିଟାର ବାଦକ ଶ୍ରୀ ଭାବାତୋଶ ମହାନ୍ତି,

ବଂଶୀ ଓ ସାକ୍ସୋଫୋନ ବାଦକ ଶ୍ରୀ ଏମ. ଶ୍ରୀମାଦ୍ରି ଏବଂ କୀବୋର୍ଡରେ ଶ୍ରୀ ଦୀପୁ ଦାସ ମହାପାତ୍ର ଉପସ୍ଥିତ ଥିଲେ । ତବଲାର ତାଳ, ଗିଟାର ଓ କୀବୋର୍ଡର ସୁର ଏବଂ ବଂଶୀ ଓ ସାକ୍ସୋଫୋନର ସମନ୍ୱୟ କଣ୍ଠସ୍ୱରକୁ ବହୁମାତ୍ରାରେ ସୁମଧୁର ଓ ମନମୁଗ୍ଦକାରୀ କରିଥିଲା । କାରଣ ବିଭିନ୍ନ ଶ୍ରୁତିମଧୁର ସଙ୍ଗୀତର ଜଟିଳତା ଓ ସୂକ୍ଷ୍ମତା ମାଧ୍ୟମରେ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ପରିବେଷଣ କରାଯାଇଥିଲା ଯାହା ଦର୍ଶକଙ୍କ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ସୃଷ୍ଟି କରିଥିଲା । ଏହି ସନ୍ଧ୍ୟାର ୨ୟ ଓ ଶେଷ ଉପସ୍ଥାପନାରେ ଗୁରୁ ପିତାମ୍ବର ବିଶ୍ୱାଳ ଓ ତାଙ୍କ ଟ୍ରୁପ ସୁରଭି ଏକ ଗ୍ରୁପ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଗୁରୁ ଶ୍ରୀ ଦୂର୍ଗା ଚରଣ ରଣବୀରଙ୍କର ଜଣେ ବରିଷ୍ଠ ଓଡିଶୀ ନୃତ୍ୟ କଳାକାର ଓ ଶିଷ୍ୟ ଭାବେ ଗୁରୁ ପିତାମ୍ବର ବିଶ୍ୱାଳ ହେଉଛନ୍ତି ଜଣେ ସଫଳ ଓ ପ୍ରତିଷ୍ଠିତ ଓଡିଶୀ ନୃତ୍ୟଶିଳ୍ପୀ ଓ ବହୁମୂଖୀ କଳାକାର ଏବଂ ସେ ଗୁରୁ ସମ୍ମାନ ଆୱାର୍ଡ ଓ ଗୁରୁ ଦେବ ପ୍ରସାଦ ଦାସ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କର ଅନୁଷ୍ଠାନ ସୁରଭି ଏକ ଲୋକପ୍ରିୟ ସାଂସ୍କୃତିକ ସଂସ୍ଥା ଅଟେ ଯାହା ବିଭିନ୍ନ ସାମାଜିକ ସ୍ତରରେ ସାମାଜିକ-ସାଂସ୍କୃତିକ ଅନ୍ତର୍ଭୁକ୍ତୀକରଣ ଓ ସଚେତନତା ଉପରେ ଗୁରୁତ୍ୱ ଦେଉଛି । ସେମାନେ ଓଡିଶୀର ବହୁ ପୁରାତନ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଜଣାଇ ‘ଦ ସ୍ପିରିଟ ଅଫ୍ ଓଡିଶୀ, ଦ ସୋଲ ଅଫ୍ ଟ୍ରାଡିସନ’ର ଉପସ୍ଥାପନା କରିଥିଲେ । ସେମାନଙ୍କର ନୃତ୍ୟ ଉପସ୍ଥାପନା ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ମାନରେ ସମର୍ପିତ ଥିଲା ।

ସୁରଭି ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଆହ୍ୱାନ କରି, ତାଙ୍କର ଅନନ୍ତ ସୁରକ୍ଷା, କରୁଣା ଓ କୃପା ପାଇଁ ପ୍ରାର୍ଥନା କରି ଏକ କୃଷ୍ଣ ବନ୍ଦନା ସହ ଏହାର ପ୍ରଦର୍ଶନ ଆରମ୍ଭ କରିଥିଲା । କାର୍ଯ୍ୟକ୍ରମର ଫିନାଲେରେ ବାଳଗୋପାଳଷ୍ଟକମର ଚିତ୍ରଣ କରାଯାଇଥିଲା ଯେଉଁଥିରେ ଶ୍ରୀକୃଷ୍ଣଙ୍କର ଶୈଶବ ଅବସ୍ଥା ଉପରେ ଆଧାରିତ ୮ଟି ଶ୍ଳୋକ ଅନ୍ତର୍ଭୁକ୍ତ ଥିଲା ଯାହା ତାଙ୍କର ଇଶ୍ୱରୀୟ ସୌନ୍ଦର୍ଯ୍ୟ, ତାଙ୍କର ପିଲା ବେଳର କାର୍ଯ୍ୟକଳାପ ଓ ମନୋରମ ପ୍ରକୃତିକୁ ବ୍ୟାଖ୍ୟା କରିଥିଲା । ଏକତାଳି ଓ ଜାତି ତାଲା ଗୁରୁ ରାମହରି ଦାସ ଓ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁଙ୍କ ସଙ୍ଗୀତ ରଚନାରେ ପ୍ରସ୍ତୁତ ହୋଇଥିବା ବେଳେ ବାଳଗୋପଳଷ୍ଟକମକୁ ଗୁରୁ ଦୂର୍ଗା ଚରଣ ରଣବୀର କୋରିଓଗ୍ରାଫି କରିଥିଲେ ଏବଂ ଏହି ସନ୍ଧ୍ୟାର ଗ୍ରୁପ କମ୍ପୋଜିଶନ କରିଥିଲେ ଡଃ ପିତାମ୍ବର ବିଶ୍ୱାଳ । ସୁରଭିର ନୃତ୍ୟଶିଳ୍ପୀ ଅଭିପ୍ସା ଭଞ୍ଜ, ଦେବସ୍ମିତା ବେହେରା, ପଲ୍ଲବୀ ଘୋଷ, ଅନନ୍ୟା ପ୍ରିୟଦର୍ଶିନୀ,

ଶ୍ୱେତା ସାହୁ, ମିରାବାଳା ସାମନ୍ତରାୟ ଓ କୀର୍ତି ବିଜୟିନୀ ଈଶ୍ୱର ଓ ନିଜର କଳା ପ୍ରତି ସେମାନଙ୍କର ଭକ୍ତିଭାବ ଓ ସମର୍ପଣଭାବକୁ ପ୍ରଦର୍ଶିତ କରିଥିଲେ ଏବଂ ପ୍ରଶଂସନୀୟ ଗୋଷ୍ଠୀ ସମନ୍ୱୟ ଓ ଆତ୍ମୀୟତା ସହ ଏକ ସ୍ମରଣୀୟ ଫିନାଲେ ଉପସ୍ଥାପନ କରିଥିଲେ । ସେମାନେ ଶ୍ରୀ ଦେବପ୍ରସାଦ ମିଶ୍ରଙ୍କ ଜୀବନ୍ତ ଓ ଚମତ୍କାର ଲାଇଟ ଡିଜାଇନିଂ ଦ୍ୱାରା ମଂଚରେ ଚମକିଥିଲେ, ଯିଏକି ଗୁରୁ ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନ ଓ ତତ୍ୱାବଧାନରେ ଉଭୟ କାର୍ଯ୍ୟକ୍ରମର ଯୋଜନା ଓ କାର୍ଯ୍ୟକାରିତା ପାଇଁ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେଇଥିଲେ । ଏହି ସନ୍ଧ୍ୟା କାର୍ଯ୍ୟକ୍ରମକୁ ଡଃ ମୃତ୍ୟୁଞ୍ଜୟ ରଥ ସଫଳତାର ସହ ପରିଚାଳନା କରିଥିଲେ । ସମୟ କ୍ରମେ ସୃଜନ ସମାନ ଏକାଗ୍ରତା, ଉତ୍କର୍ଷତା ଓ ଅଧ୍ୟବସାୟ ସହିତ ଗୁରୁଜୀଙ୍କ ମୂଲ୍ୟବାନ ବିରାସତକୁ ପାଳନ କରିବା ଜାରି ରଖିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version