୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ଼ ପଞ୍ଚାୟତର ରଙ୍ଗ କାର୍ଯ୍ୟ ପ୍ରାୟ ଦୁଇମାସ ତଳୁ ସରିଥିଲେବି, ପଞ୍ଚାୟତ ମୁଖ୍ୟ ଫାଟକରେ ପଂଚାୟତର ନାମ ଓ ଠିକଣା ଅଦ୍ୟାବଧି ଲେଖା ଯାଇ ନଥିବାରୁ ଅଂଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି,
ଏ ସମ୍ପର୍କରେ ବାଉଁଶଗଡ଼ ପି ଇ ଓ ଙ୍କୁ ପଚାରିବାରେ କୁହନ୍ତି ଆର୍ଟିଷ୍ଟ କୂ କୁହାଯାଇଛି, ସେ କରି ନାହାନ୍ତି, ଏବଂ ସେ ଚେଷ୍ଠା କରୁଛନ୍ତି ଦୁଇ ତିନି ଦିନ ମଧ୍ୟରେ ନାମ ଠିକଣା ଲେଖିବା କାର୍ଯ୍ୟ ଶେଷ କରିବା ପାଇଁ !













