• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋପ ରେ ଅନୁଷ୍ଠିତ ଜନଶୁଣାଣୀରେ ଦୀର୍ଘ ବର୍ଷ ବ୍ୟବଧାନ ପରେ ଯୋଗ ଦେଲେ ଜିଲ୍ଲାପାଳ : ସମସ୍ତ ଅଭିଯୋଗର ସମାଧାନ କରିବାକୁ ନିର୍ଦେଶ ଦେଲେ ପୁରୀ ଜିଲ୍ଲାପାଳ

Proprietor Abhimanyu Maharana by Proprietor Abhimanyu Maharana
December 31, 2024
in ଓଡ଼ିଶା, ପୁରୀ, ହୋମ୍
0
ଗୋପ ରେ ଅନୁଷ୍ଠିତ ଜନଶୁଣାଣୀରେ ଦୀର୍ଘ ବର୍ଷ ବ୍ୟବଧାନ ପରେ ଯୋଗ ଦେଲେ ଜିଲ୍ଲାପାଳ : ସମସ୍ତ ଅଭିଯୋଗର ସମାଧାନ କରିବାକୁ ନିର୍ଦେଶ ଦେଲେ ପୁରୀ ଜିଲ୍ଲାପାଳ
Share on FacebookShare on TwitterWhatsapp

୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକରେ ସୋମବାର ଦିନ 10:30 ରେ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମ ଏକ ଘଣ୍ଟା ରୁ ଅଧିକ ସମୟ ବିଳମ୍ବ ହେତୁ ଅଭିଯୋଗକାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା l ଦୀର୍ଘ ବର୍ଷ ବ୍ୟବଧାନ ପରେ ଗୋପ ରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମ ପୁରୀ ର ଜିଲ୍ଲାପାଳ ଯୋଗଦାନ କରିଥିଲେ l ସେଥିମଧ୍ୟରୁ ଅନେକ ସରକାରୀ ଅନୁଷ୍ଠାନ ର ମୁଖ୍ୟ ଅଧିକାରୀ ଓ ଅଧିକାରିଣୀ ଙ୍କ ଅନୁପସ୍ଥିତ ଯୋଗୁଁ ଅଭିଯୋଗ ଶୁଣାଣି ରେ ମଧ୍ୟ ବିଳମ୍ବ ହୋଇଥିଲା l ମୁଖ୍ୟ ସମସ୍ୟା ଟି ହେଉଛି ଗୋପ ବ୍ଲକ ରେ କୌଣସି କାର୍ଯ୍ୟକ୍ରମ କୁ ସଠିକ ଭାବେ ପୂର୍ବରୁ ଲୋକ ଲୋଚନକୁ ନ ଆଣିବା ଫଳରେ ଅନେକ ବ୍ୟକ୍ତି ବଞ୍ଚିତ ହେଉଛନ୍ତି l

ଗୋପ ବ୍ଲକ ରେ ବିଗତ କିଛି ବର୍ଷ ହେବ ଜନଶୁଣାଣୀ ର ପୂର୍ବରୁ ସାଧାରଣ ଜନତା ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅବଗତ କରାଯାଉନାହିଁ l ଯାହାଫଳରେ କି ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଶତାଧିକ ବ୍ୟକ୍ତି ବିଶେଷ ଵା ଗ୍ରାମବାସୀ ସୂଚିତ ହେବାରୁ ବଞ୍ଚିତ ହେଉଛନ୍ତି l ଏହି କାର୍ଯ୍ୟକ୍ରମ ଶତାଧିକ ଅଭିଯୋଗକାରୀଙ୍କ ପରିବର୍ତ୍ତେ ମାତ୍ର ଚାଳିଶ ଜଣ ଅଭିଯୋଗକାରୀ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୋଗ ଥିଲା ଅଦିନିଆ ବର୍ଷା ଜନିତ ଫସଲ ନଷ୍ଟ ଉପରେ ରହିଥିଲା l ଅପର ପକ୍ଷରେ ମୋ ଆବାସ ଯୋଜନା ରେ ସାମିଲ ନିମନ୍ତେ ଅଭିଯୋଗ ଥିବାବେଳେ ତୃତୀୟ ରେ ସରକାରୀ ଜମି କୁ ବେସରକାରୀ ବ୍ୟକ୍ତିବିଶେଷଙ୍କ ଠାରୁ ଉଛଦେ ପାଇଁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଗତ 29/07/2024 ରିଖରେ କରିଥିବା ଅଭିଯୋଗ କୁ ପୁନଃ ଆଜିର ତାରିଖ ଅଭିଯୋଗ କରିଥିଲେ l

ସିଧାସଳଖ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ଅଭିଯୋଗ କରିଥିଲେ l ପୂର୍ବରୁ ହୋଇଥିବା ଅଭିଯୋଗ ର ପତ୍ର ସଂଖ୍ୟା ହେଲା 03929072024 କୁ ଭିତ୍ତିକରି ଉପ ଜିଲ୍ଲାପାଳ ନିରଞ୍ଜନ ଜେନା ଙ୍କୁ ହସ୍ତାନ୍ତର କରିଥିଲେ l ଆଗାମୀ ଦିନରେ ଗୋପ ର ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ର ଆୟୋଜନ କରି ସମସ୍ୟାର ସମାଧାନ ନିମନ୍ତେ ପରାମର୍ଶ ଦେଇଥିଲେ l ଠିକ ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଙ୍କ ମୃତ୍ୟୁ ରେ ସମଗ୍ର ଭାରତବର୍ଷ ଶୋକ ପାଳନ କରୁଥିବା ସମୟରେ ନିମାପଡା ମୋହତ୍ସବ ରେ ସାଂସଦ ଓ ମନ୍ତ୍ରୀ କିପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ମସଗୁଲ ଥିଲେ l ସେଥିପାଇଁ ଗୋପ ର ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଥିଲେ l

ଏହି କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିବା ଅଧିକାରୀମାନେ ହେଲେ , ପୁରୀ ଜିଲ୍ଲାପାଳ , ସିଦ୍ଧାର୍ଥ ଶଙ୍କର ସ୍ୱାଇଁ l ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ପ୍ରିୟ ରଞ୍ଜନ ମହାନ୍ତି l ଉପ ଜିଲ୍ଲାପାଳ, ରାଜକିଶୋର ଜେନା l ଜରୁରୀକାଳୀନ ଅଧିକାରୀ, ଆଶୁତୋଷ ଦେ, ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ପ୍ରତିନିଧି, ବିରଜାଶଙ୍କର ରଥ l ଏସ ଡ଼ି ପି ଓ ନିମାପଡା – ପ୍ରଭାତ କୁମାର ମଲ୍ଲିକ l ସିଡିପିଓ – ମିନା କ୍ଷୀ ସାହୁ, ଗୋପ ବ୍ଲକ ଅଧକ୍ଷା – ଝୁନୁ ମଲ୍ଲିକ , ବିଡ଼ିଓ – ଛବିରାଣୀ ସାହୁ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଅଂଶଗ୍ରହଣ କରିଥିଲେ l ସମସ୍ତ ଅଭିଯୋଗ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ଅଭିଯୋଗକାରୀଙ୍କୁ କହିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ

ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ

August 7, 2026
ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ

ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ

August 7, 2026
ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

August 7, 2026
Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

August 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ

ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ

August 7, 2026
ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ

ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ

August 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version