• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବନ୍ଦେ ଉତ୍କଳ ଲୋକକଳା ମହାସଂଘର ରାଜ୍ୟସ୍ତରୀୟ କର୍ମଶାଳା ଓ ସମୀକ୍ଷା ବୈଠକରେ କଳାକାରଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀ

Proprietor Abhimanyu Maharana by Proprietor Abhimanyu Maharana
November 7, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବନ୍ଦେ ଉତ୍କଳ ଲୋକକଳା ମହାସଂଘର ରାଜ୍ୟସ୍ତରୀୟ କର୍ମଶାଳା ଓ ସମୀକ୍ଷା ବୈଠକରେ କଳାକାରଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀ
Share on FacebookShare on TwitterWhatsapp

୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ପୁରୀ ସ୍ଥିତ ସାଲବେଗ ମଣ୍ଡପ ଠାରେ ବନ୍ଦେ ଉତ୍କଳ ମହାସଂଘର ରାଜ୍ୟ ସ୍ତରୀୟ ଏକ କର୍ମଶାଳା ଓ ସମୀକ୍ଷା ବୈଠକ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାକାରଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମହନ୍ତ ମହାରାଜ ଶ୍ରୀ ପର୍ଶୁରାମ ଦାସ ଯୋଗ ଦେଇ ପ୍ରଦିପ ଜାଳି ଏହାକୁ ଉଦ୍ଘାଟନ କରିଥିଲେ । ମହାସଂଘର ସଂପାଦକ ବିନୋଦ କୁମାର ଭୋଇ ସଂପାଦକୀୟ ବିବରଣୀ ପାଠ କରିଥିଲା ବେଳେ,କାର୍ଯ୍ୟକାରୀ ସଭାପତି ବିଧୁଭୂଷଣ ନାୟକ ସଭା ପରିଚାଳନା କରିଥିଲେ ।

ଏଥିରେ ବୈଠକରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଅଶୋକ କୁମାର ରାୟ, ସମାଜ ସେବୀ ସଞ୍ଜୟ ପାତ୍ର, ହରପ୍ରସାଦ ଜେନା, ବିଚିତ୍ରାନନ୍ଦ ପ୍ରଧାନ, ନିର୍ଦ୍ଦେଶକ ମଳୟ ତ୍ରିପାଠୀ, ଯୋଗ ଦେଇ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ସରକାର କଳାକାରଙ୍କର ଭତା ୨ ହଜାରରୁ ୫ହଜାର ଟଙ୍କାକୁ ବୃଦ୍ଧି କରିବା, ଗୃହନଥିବା ଅସହାୟ କଳାକାରଙ୍କୁ ପକା ଗୃହ ଯୋଗାଇଦେବା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କଳାକାରଙ୍କ ପାଇଁ ପ୍ରତି ଜିଲ୍ଲାରେ କଳାକାର ବୈଠକ ଗୃହ ନିର୍ମାଣ କରିବା, ଏବଂ ବିଭିନ୍ନ କାରଣରୁ ଦୁର୍ଘଟଣା ଜନିତ ମୃତ ତଥା ଅକର୍ମଣ୍ୟ ହୋଇଯିବା କଳାକାରଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ,

କଳାକାରଂକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ତାନରେ କଳାକାର ବୈଠକ ଏବଂ ଉତ୍ସଵ ମହାସମାରୋହ କରାଇବା ସମେତ ଆଦିବାସୀ, ଅନୁନ୍ନତ ଓ ପଲ୍ଲୀ ଅଞ୍ଚଳରେ ଥିବା ଦୁଃସ୍ତ କଳାକାରମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ରାଜ୍ୟରେ କଳାକାର ବୋଲି ପରିଚୟ ସୃଷ୍ଟି କରାଇବା ଆଦି ବହୁବିଧ ସମସ୍ୟା ପ୍ରତି ରାଜ୍ଯ ଓ କେନ୍ଦ୍ର ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୈଠକରେ ଦାବୀ କରାଯାଇଅଛି । ଏହି ବୈଠକରେ ପଶ୍ଚିମାଞ୍ଚଳ ସଙ୍ଗଠନ ସମ୍ପାଦକ ମୀନକେତନ ପ୍ରଧାନ, ଉପସଭାପତି ଏମିଲ ପୁଟେଲ, ପ୍ରସନ୍ନ ପାତ୍ର,ପରିଚାଳନା ସଂପାଦକ ଅଶୋକ କୁମାର ନାୟକ, ଦକ୍ଷିଣାଞ୍ଚଳ ସମ୍ପାଦିକା ନିର୍ମଳା ଏକ୍କା, ଉତ୍ତରାଞ୍ଚଳ ମୁଖ୍ୟ ମନୋରଞ୍ଜନ ପାତ୍ର, ଜିଲ୍ଲା ସଭାପତି ସୁଧାକର ଭୋଇ, ନିକୁଞ୍ଜ କାପା ,

ଗୋଲାପ ଜେନା, ଗୋପାଳ ଚନ୍ଦ୍ର ପ୍ରଧାନ,ସଂଯୋଜକ ଚନ୍ଦ୍ରଶେଖର ସାମଲ, ସମ୍ପାଦିକା ଖେଣପ୍ରଭା ମହାନ୍ତି, ରଶ୍ମି ସାମଲ, ଜିଲ୍ଲା ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ଗେଲି ବାରିକ, କଟକ ଜିଲ୍ଲା ଉପସଭାପତି ରାଘବ ଚନ୍ଦ୍ର ବେହେରା, ବାବୁରାମ ନାୟକ, ଏବଂ ଆଇନ ପରାମର୍ଶ ଦାତା ସୁମନ୍ତ ସ୍ୱାଇଁ, ବିଜୟ ଚନ୍ଦ୍ର ସାମନ୍ତରାୟ, ରିତା ସୁନା, ସୁବଳ ବେହେରା, ବାଙ୍କୀର ରବୀନ୍ଦ୍ର ସାହୁ , ଚିତ୍ତରଞ୍ଜନ ପାତ୍ର, ଢେଙ୍କାନାଳର ବିପିନ ବିହାରୀ ଦାସ, ଭଦ୍ରକର ମଧୁସ୍ମିତା ସାମଲ, ବାଲେଶ୍ଵରର ମନ୍ମଥ କୁମାର ରାଉତ , ମୟୁରଭଂଜ ଜିଲାର ନଟବର ଦାସ, ମକର ତ୍ରିପାଠୀ , ମାଗୁଣି ଚରଣ ରାଉତ ପ୍ରମୁଖଙ୍କ ସମେତ ଓଡ଼ିଶାର ୨୨ଟି ଜିଲାରୁ ମୁଖ୍ୟମାନେ ଯୋଗ ଦେଇ ଥିଲେ । ଆଉ ମଧ୍ୟ ଏହି ବୈଠକରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଆଗାମୀ ବର୍ଷ ଫେବୃଆରୀ ମାସରେ ଦିଲ୍ଲୀରେ ହେବାକୁ ଥିବା କଳାକାର ସମାରୋହ ଉତ୍ସଵ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version