No Result
View All Result
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଦିନ ଗଜପତି ଜିଲ୍ଲାରେ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ,ଗୋରୁ ବଝେଇ ଟ୍ରକକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି ଲୋକେ, ଘଟଣାଟି ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା ଅନ୍ତର୍ଗତ ରଣ୍ଡିବା ଗାଁ ରେ . 
ଗାଡିଟି ଆର -ଉଦୟଗିରି ଅଂଚଳରୁ ଆନ୍ଧ୍ରାପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଅଂଚଳର କିଛି ଲୋକେ କୌଣସି ସୂତ୍ରରୁ ଖବର ପାଇ ଗାଡିଟିକୁ ଅଟକ ରଖିଥିଲେ ପରବର୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିଟିକୁ ଜବତ କରିଥିଲା l 

No Result
View All Result