No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ ର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ ଗୋଛlପଡ଼l ଅଞ୍ଚଳ ର ଏକ କାମର ବିଲ କରିବା ପାଇଁ ରଘୁ ମହାକୁଡ ଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଗୋଛlପଡ଼l ର ବୁଡିଗୁଡ଼ା ଗ୍ରାମରେ ଯାତ୍ରୀ ଆଶ୍ରୟ ସ୍ଥଳି କାମ ପାଇଁ 10 ହଜାର ଟଙ୍କା ନେଉଥିଲେ ଲାଞ୍ଚ l
କନିଷ୍ଠ ଯନ୍ତ୍ରୀ ଙ୍କ ସରକାରୀ ବାସ ଭବନ ରେ ନେଉଥିଲେ ଲାଞ୍ଚ ଫୁଲବାଣୀ ଭିଜିଲାନ୍ସ ଟିମ୍ ଡ଼ରିଥିଲେ l ଏହି ଭିଜିଲାନ୍ସ ଟିମ ରେ ଥିଲେ ବୌଦ୍ଧ ଡ଼ିଏସପି ସୁଶାନ୍ତ କହର, ଫୁଲବାଣୀ ଇନସି୍ସ୍ପେକଟର କୁମୁଦିନୀ ସାହୁ ଙ୍କ ସମେତ 4 କମଚାରି l ଏହା ସହିତ ଯନ୍ତ୍ରୀଙ୍କ ବ୍ରହ୍ମପୁର ସ୍ଥିତ ଲୋଚ୍ଛପଡା ଶଶୁରଘର ଓ ନିଜ ଘର ଭବାନୀପୁର ରେ ଭିଜିଲାନ୍ସ ର ଦୁଇଟି ଟିମ ଚଢ଼ାଉ ଜାରି ରଖିଛି l
No Result
View All Result