ଅଧ୍ୟାପକ ଅନିଲ ତ୍ରିପାଠୀ ଙ୍କ ସମେତ ମୋହନା ଥାନାର ଅଧିକାରୀ ମାନେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଦାନ ଫଳରେ ବହୁ ନିରିହ ଜୀବନ ବଞ୍ଚି ଯାଉଥିବା ବିଡିଓ ନିଜ ବକ୍ତବ୍ୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ ଏବଂ ସମସ୍ତ ଙ୍କ ମଙ୍ଗଳ କାମନା କରିବା ସହ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ।
© 2023 Odisha Taza News.